ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଦ୍ମବେଶ

ପୁରୀ-ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କୁ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ । ପଦ୍ମବେଶ ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଅବକାଶ ଯାଏଁ ବେଶ ରହୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏସଓପି କୋହଳ କରାଯାଇଥିବାରୁ ଆସନ୍ତାକାଲି ଅର୍ଥାତ ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର ।

Comments are closed.