ଆଜି ଶ୍ରୀମନ୍ଦିର ସେବାୟତଙ୍କ କୋରୋନା ଟେଷ୍ଟ

ପୁରୀ- ଆଜି ଶ୍ରୀମନ୍ଦିର ସେବାୟତଙ୍କ କରୋନା ଟେଷ୍ଟ୍ କରାଯାଉଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରୀମନ୍ଦିରକୁ କୋଭିଡ ନେଗେଟିଭ ରିପୋର୍ଟ ବିନା ଭକ୍ତଙ୍କୁ ଛଡାଯାଉଥିବାରୁ ସେବାୟତମାନେ କରୋନା ସଂକ୍ରମିତ ହେବା ଆଶଙ୍କା ରହିଛି । ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସବୁ ସେବାୟତଙ୍କ କୋଭିଡ ଟେଷ୍ଟ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ପଦକ୍ଷେପ ନେଇଛି ।

Comments are closed.