ଏଥର ରେଳ ବଜେଟରେ ଓଡିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କା ଅନୁଦାନ

ନୂଆଦିଲ୍ଲୀ – ଏଥର ରେଳ ବଜେଟରେ ଓଡିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ୨୦୦୯-୨୦୧୪ ମଧ୍ୟରେ ଓଡିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଥିଲା । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଓଡିଶାକୁ ଅନୁଦାନ ହାର ୫୬୦ ପ୍ରତିଶତ ଅଧିକ ଥିବା କେନ୍ଦ୍ର ରେଳ ମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନୂଆ ରେଳପଥ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପରେ ୪ ହଜାର ୮୭୭ କିଲୋମିଟର ପାଇଁ ୬୧ ହଜାର ୯୪୯ କୋଟି ଖର୍ଚ୍ଚ ହେବ ।

Comments are closed.