ଓଡିଶା ଆସିଲା ଭାରତ ବାୟୋଟେକର କୋଭାକ୍ସିନ ଟିକା

ଭୁବନେଶ୍ୱର- ସେରମ୍‌ର କୋଭିସିଲ୍ଡ ପରେ ଆଜି ଭାରତ ବାୟୋଟେକର କୋଭାକ୍ସିନ ଟିକା ଓଡିଶାରେ ପହଂଚିଛି । ୨୦ ହଜାର ଡୋଜ୍ କୋଭାକ୍ସିନ ଟିକା ପହଂଚିଥିବା ସୂଚନା ମିଳିଛି ।

କୋଭାକ୍ସିନ ଟିକା ଭାରତ ବାୟୋଟେକ୍ ଓ ଆଇସିଏମଆର୍ ଦ୍ୱାରା ପ୍ରସ୍ତୁତ ହୋଇଛି । ଗତକାଲି କୋଭିସିଲ୍ଡ ଟିକା ପୁଣେରୁ ଆସି ଭୁବନେଶ୍ୱରରେ ପହଂଚିଥିଲା । ଆସନ୍ତା ୧୬ ତାରିଖରୁ ଦେଶରେ କୋଭିଡ ଟିକାକରଣ ଆରମ୍ଭ ହେଉଛି ।

Comments are closed.