ଓଡିଶା ଇପିଏଫ ପେନସନଧାରୀଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମୁଖ୍ୟମନ୍ତୀ

ଭୁବନେଶ୍ୱର- ରାଜ୍ୟରେ ଥିବା ୧. ୬୨ ଲକ୍ଷ ଇପିଏଫ ପେନସନଧାରୀଙ୍କ ସମସ୍ୟା ନେଇ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପେନସନ ସଂପର୍କିତ କିଛି ସମସ୍ୟା କେନ୍ଦ୍ର ସରକାରଙ୍କଠାରେ ପଡିରହିଛି । ଇପିଏସ-୯୫ ଆଧାରରେ ପେନସନଧାରୀଙ୍କ ସମସ୍ୟାର ସମାଧାନ ପାଇଁ ନବୀନ ଚିିଠିରେ ଉଲ୍ଲେଖ କରିଛନ୍ତି ।

Comments are closed.