କବି ଯଦୁମଣି ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର-ଆଜି ହେଉଛି କବି ଯଦୁମଣି ମହାପାତ୍ରଙ୍କ ଜୟନ୍ତୀ । ଏହି ଅବସରରେ ଯଦୁମଣିଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ କାବ୍ୟ ଜଗତକୁ ଋଦ୍ଧିମନ୍ତ କରୁଥିବା ତାଙ୍କ ରାଘବ ବିଳାସ, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଭଳି ସୃଜନ ସୃଷ୍ଟି ପାଇଁ ଯଦୁମଣି ଚିର ସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.