ଜୟନ୍ତୀରେ କବିଚନ୍ଦ୍ର କାଳୀଚରଣଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶା ରଙ୍ଗମଂଚର ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ତଥା ଆଧନିକ ଓଡିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଆ ନାଟକ ଓ ସାହିତ୍ୟ ଜଗତ ପ୍ରତି କବିଚନ୍ଦ୍ରଙ୍କ ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭାତ, ଅଭିଯାନ, ରକ୍ତମାଟି, ହରଣଚାଲ ପରି ବିଭିନ୍ନ ଶ୍ରେଷ୍ଠକୃତି ପାଇଁ ସେ ମନେ ରହିବେ ବୋଲି ନବୀନ ନିଜ ବାର୍ତାରେ କହିଛନ୍ତି ।

Comments are closed.