ନ୍ୟୁଜରୁମ୍: ସକାଳର ଖବର

  • ତାରାତାରିଣୀ ମନ୍ଦିର ପାଇଁ ଗଂଜାମ ଜିଲ୍ଲା ପ୍ରଶାସନର ସଂଶୋଧିତ ଏସଓପି, ମନ୍ଦିର ପରିସର ବିଶୋଧନ ପାଇଁ ବୁଧବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ମାଓବାଦୀ ଆକ୍ରମଣରେ ସହିଦ ଓଡିଆ ଯବାନ ସୁବାସ ନାଏକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
  • କୋଭିଡ ନିୟମ କଡାକଡି ଭାବେ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ପଶ୍ଚିମ ଓଡିଶା ଗସ୍ତରେ ଯିବେ ସିଏସ ଓ ଏସିଏସ
  • ପିପିଲି ଲଢେଇ : ତିନି ଦଳର ପ୍ରସ୍ତୁତି ଜୋରଦାର, ବିଜେଡିର ପଲ୍ଲା ଭାରି
  • ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆଇଏମଏର ଚିଠି
  • ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ସରକାରୀ କର୍ମଚାରୀଙ୍କୁ ଟିକା ନେବାକୁ କେନ୍ଦ୍ରର ପରାମର୍ଶ
  • ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସରକାରଙ୍କ ଆବେଦନ
  • ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳୀରେ ହେବ ରୋପ୍ ୱେ
  • ପିପିଲି ଉପନିର୍ବାଚନ : ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପହଂଚିଲା ପୋଷ୍ଟାଲ ବ୍ୟାଲଟ
  • ଜଷ୍ଟିସ ଏନ.ଭି ରମନ୍ନା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ, ଆସନ୍ତା ୨୪ରେ ଶପଥ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Comments are closed.