ନ୍ୟୁଜରୁମ: ସକାଳର ଖବର

  • କୋରୋନା ସଂକ୍ରମଣ ବୃଦ୍ଧି : ଗଞ୍ଜାମ ଜିଲ୍ଲାର ସହରାଂଚଳରେ ଦିନ ୨ଟାରୁ ସକାଳ ୫ ଯାଏଁ ବନ୍ଦ ରହିବ ଦୋକାନବଜାର
  • ପୁରୁଷୋତ୍ତମ ଏକ୍ସପ୍ରେସରେ ପ୍ୟାଂଟ୍ରି କାର୍ ସେବା ବନ୍ଦ କଲା ପୂର୍ବତଟ ରେଳପଥ
  • କ୍ୟାପିଟାଲ ହସପିଟାଲରୁ ଗଡିଲା କୋଭିଡ ଟେଷ୍ଟିଂ ଭ୍ୟାନ
  • ରାଜ୍ୟ ମାନଙ୍କ ପାଇଁ ‘କୋଭିଶିଲ୍ଡ’ ଟିକା ଦର କମାଇଲା ସେରମ୍ ଇନଷ୍ଟିଚ୍ୟୁଟ୍
  • ଭୁବନେଶ୍ୱର ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
  • ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ପାଇଁ ଆରମ୍ଭ ହେଲା ପଞ୍ଜିକରଣ, କୋ-ୱିନ୍ ପୋର୍ଟାଲ ଏବଂ ‘ଆରୋଗ୍ୟ ସେତୁ’ ଆପ୍‌ରେ କରିବାକୁ ହେବ ପଞ୍ଜିକରଣ
  • ୧୮ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବା କ୍ଷଣି କ୍ରାସ୍ ହେଲା କୋ-ଓ୍ବିନ ସର୍ଭର୍

Comments are closed.