ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର- ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ବଜେଟ୍ ଅଧିବେଶନ ଦୁଇଟି ର୍ଯ୍ୟାୟରେ ବସିବ । ବର୍ଷର ପ୍ରଥମ ଅଧିବେଶନରେ ରାଜ୍ୟାଳ ୧୮ ତାରିଖରେ ଗୃହକୁ ସମ୍ବୋଧନ କରିବେ । ଏହି ମାସ ୨୨ ତାରିଖରେ ଉପସ୍ଥାିତ ହେବ ରାଜ୍ୟ ବଜେଟ୍ । ବିଧାନସଭା ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଏହି ମାସ ୧୮ରୁ ଏ୍ରିଲ ୯ ଯାଏଁ ଚାଲିବ ।

Comments are closed.