ଭିଜିଲାନ୍ସ ଜାଲରେ ପଂଚାୟତ ନିର୍ବାହୀ ଅଧିକାରୀ

ବରଗଡ- ଭିଜିଲାନ୍ସ ରାଡାରରେ ଆସିଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ପଂଚାୟତ ନିର୍ବାହୀ ଅଧିକାରୀ । ପଂଚାୟତ ନିର୍ବାହୀ ଅଧିକାରୀ ପୁରନ୍ଦର ସାହୁଙ୍କ ଘରେ ଚଢାଉ କରିଛି ଭିଜିିଲାନ୍ସ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି । ଏ ନେଇ ବିସ୍ତୃତ ସୂୂଚନାକୁ ଅପେକ୍ଷା କରାଯାଇଛି ।

Comments are closed.