ରାଜଧାନୀରେ କଡାକଡି ହେବ କୋରୋନା କଟକଣା

ଭୁବନେଶ୍ୱର- ରାଜଧାନୀରେ କଡାକଡି ହେବ କୋରୋନା କଟକଣା । ମାସ୍କ ଓ ସାମାଜିକ ଦୂରତା କଡାକଡି ଭାବେ ଯାଂଚ କରାଯିବ । ରାଜଧାନୀରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Comments are closed.