ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା, ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ୨୪ ଘଂଟିଆ ହେଲ୍ପ ଡେସ୍କ

ଭୁବନେଶ୍ୱର- କୋରୋନା ନିୟନ୍ତ୍ରଣ ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ୨୪ ଘଂଟିଆ ହେଲପ୍ ଡେସ୍କ । ଉଭୟ ସରକାରୀ ଓ ଘରୋଇ ସ୍ତରରେ ହେବ ହେଲପ ଡେସ୍କ । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ହେଲ୍ପ ଡେସ୍କରେ ଆବଶ୍ୟକ ମୁତାବକ ଏଚଆର ରହିବେ । ଟୋଲ୍ ଫ୍ରି ନମ୍ବର ଜନସାଧାରଣଙ୍କୁ ବ୍ୟାପକ ଭାବେ ଅବଗତ କରାଯିବ ।

Comments are closed.