କ୍ୟାବିନେଟ ନିଷ୍ପତ୍ତି : ସାମାଜିକ ସୁରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ,ରାଜ୍ୟର ସବୁ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ନିର୍ମାଣ ହେବ ଭିତ୍ତିଭୂମି ପ୍ରକଳ୍ପ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସାମାଜିକ ସୁରକ୍ଷା ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି । କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ରାଜ୍ୟର ସବୁ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ପ୍ରକଳ୍ପ ନିର୍ମାଣ ହେବ । ଜିୟୋଲୋଜିଷ୍ଟ ପୋଷ୍ଟ୍‌ର ବିଭିନ୍ନ ଗ୍ରେଡରେ ଥିବା ଖାଲି ପଦବୀଗୁଡିକୁ ପୂରଣ ପାଇଁ ଅନୁମୋଦନ ମିଳିଛି । ଓଡିଶା ଭୂତଳ ଜଳ ଭୂବିଜ୍ଞାନ ସେବା ନିୟମ ୨୦୨୦କୁ ମଧ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି ।

Comments are closed.