ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ଚିଠା ବାଇ ଲ’ ବିରୋଧରେ ମନ୍ଦିରରେ ଘଂଟ ବଜାଇ ପ୍ରତିବାଦ

ଭୁବନେଶ୍ୱର- ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ଚିଠା ବାଇ ଲ’ ପ୍ରତ୍ୟାହାର କରିବା ଦାବି ଜୋର୍ ଧରିଛି । ସବୁ ମନ୍ଦିରରେ ସକାଳ ୧୦ଟାରେ ଘଂଟା ବଜାଇ ଉପନିୟମ ବିରୋଧରେ ପ୍ରତିବାଦ କରାଯାଇଛି । ଏନଏମଏ ଉପନିୟମ ବିରୋଧରେ ପ୍ରତିବାଦ କରିବାକୁ ନିଖିଳ ଉତ୍କଳ ଓଡିଶା ସେବାୟତ କମିଟି ଆହ୍ୱାନ ଦେଇଛି । ଏନଏମଏ ଉପନିୟମ ଦ୍ୱାରା ଭୁବନେଶ୍ୱରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପ୍ରଭାବିତ ହେବ ।

Comments are closed.