Browsing Tag

NMA Draft Bylaw

ବାଇ-ଲ’ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରଶ୍ନ

ଭୁବନେଶ୍ୱର- ଏକାମ୍ର କ୍ଷେତ୍ରରେ ଏନଏମଏର ପ୍ରସ୍ତାବିତ ବାଇ-ଲ’ ପ୍ରସଙ୍ଗରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା ପ୍ରଶ୍ନ କରିଛନ୍ତି ଯେ, ସଂସଦଠୁ ବଳି ବଡ ଫୋରମ ଆଉ କ’ଣ ଅଛି କି ?…

ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ଚିଠା ବାଇ ଲ’ ବିରୋଧରେ ମନ୍ଦିରରେ ଘଂଟ ବଜାଇ ପ୍ରତିବାଦ

ଭୁବନେଶ୍ୱର- ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ଚିଠା ବାଇ ଲ’ ପ୍ରତ୍ୟାହାର କରିବା ଦାବି ଜୋର୍ ଧରିଛି । ସବୁ ମନ୍ଦିରରେ ସକାଳ ୧୦ଟାରେ ଘଂଟା ବଜାଇ ଉପନିୟମ ବିରୋଧରେ ପ୍ରତିବାଦ କରାଯାଇଛି । ଏନଏମଏ ଉପନିୟମ ବିରୋଧରେ ପ୍ରତିବାଦ କରିବାକୁ ନିଖିଳ ଉତ୍କଳ ଓଡିଶା ସେବାୟତ କମିଟି ଆହ୍ୱାନ ଦେଇଛି ।…

ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଉପରୁ ବାଇ-ଲ’ ପ୍ରତ୍ୟାହାର ପାଇଁ ନବୀନଙ୍କ ଦାବି

ଭୁବନେଶ୍ୱର- ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ଉପରୁ ବିବାଦୀୟ ଏନଏମଏ ବାଇ-ଲ’ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବେଦନଶୀଳ ଧର୍ମୀୟ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା ରାଜ୍ୟକୁ…

ଲିଙ୍ଗରାଜ ମନ୍ଦିର ସଂପର୍କିତ ବାଇ-ଲ’ ପ୍ରତ୍ୟାହାର ଦାବି କଲେ ସେବାୟତ ନିଯୋଗ

ଭୁବନେଶ୍ୱର- ଲିଙ୍ଗରାଜ ମନ୍ଦିର ସଂପର୍କିତ ବାଇ-ଲ’ ପ୍ରତ୍ୟାହାର ଦାବି କରିଛି ସେବାୟତ ନିଯୋଗ । ଏହା ପ୍ରତ୍ୟାହାର ନ ହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ୪ଟି ସେବାୟତ ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି । ମନ୍ଦିରର ଉନ୍ନତିକରଣ କାମ ବନ୍ଦ ପାଇଁ ରାଜନୀତି କରାଯାଉଥିବା ଅଭିଯୋଗ କରିଛି ସେବାୟତ…

ଓଡିଆ ସ୍ୱାଭିମାନର ବିଜୟ : ଶ୍ରୀମନ୍ଦିର ସଂପର୍କିତ ଏନଏମଏ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି…

ନୂଆଦିଲ୍ଲୀ- ଶେଷରେ ଓଡିଆ ସ୍ୱାଭିମାନର ବିଜୟ ହୋଇଛି । ଶ୍ରୀମନ୍ଦିର ଚାରିପାଖରେ ନିର୍ମାଣ କଟକଣା ନେଇ ଜାତୀୟ ସ୍ମାରକୀ ପ୍ରାଧିକରଣ –ଏନଏମଏର ବାଇ ଲ’ ଚିଠା ପ୍ରସ୍ତାବ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।…