ରାଜ୍ୟର ସବୁ ଜେଲରେ କଏଦୀଙ୍କ ପାଇଁ କିଓସ୍କ ମେସିନ ଲାଗିବ

ଭୁବନେଶ୍ୱର- ରାଜ୍ୟର ସବୁ ଜେଲରେ କଏଦୀଙ୍କ ପାଇଁ କିଓସ୍କ ମେସିନ ଲାଗିବ । ଏହା ଫଳରେ ନିଜ ନିଜ ମାମଲାର ସ୍ଥିତି ଓ ଜାମିନ ଆବେଦନର ସ୍ଥିତି ସଂପର୍କରେ ଜାଣିପାରିବେ କଏଦୀ । କାରାଗାର ଓ ସଂଶୋଧନ ସେବା ସମୂହ ନିର୍ଦ୍ଦେଶାଳୟ ଦ୍ୱାରା ଏହି ପଦକ୍ଷେପ ନିଆଯାଇଛି । ଏହି ପଦକ୍ଷେପ ନେଇ ଟ୍ୱିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.