ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବୁଗୁଡା ଉଦ୍ୟାନ କୃଷି ବିଭାଗର ଯନ୍ତ୍ରୀ

ବୁଗୁଡା- ଗଞ୍ଜାମ ଜିଲ୍ଲା ବୁଗୁଡା ଉଦ୍ୟାନ କୃଷି ବିଭାଗର ଯନ୍ତ୍ରୀ ଲାଂଚ ନେବାବେଳେ ଗିରଫ ହୋଇଛନ୍ତି । ସେ ହେଲେ ଉମାଚରଣ ବେହେରା । ତାଙ୍କୁ ଭିଜିଲାନ୍ସ ଗିରଫ କରିିଛି । କୋଭିଡ ବେଳେ ଟାଷୀଙ୍କ ସବସିଡି କରାଇ ଦେବାକୁ ସେ ଲାଂଚ ନେଉଥିଲେ । ୨୬ ହଜାର ଟଙ୍କା ଲାଂଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ।

Comments are closed.