Browsing Tag

Ganjam

ବିକାଶର ମଡେଲ୍ ଲାଗି ଗଞ୍ଜାମବାସୀଙ୍କ ହୃଦୟ ଜିଣିଥିଲେ ପୂର୍ବତନ ଜିଲ୍ଲାପାଳ ଭି.କେ ପାଣ୍ଡିଆନ

ବ୍ରହ୍ମପୁର: କିଛି ବର୍ଷ ତଳର କଥା। ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥାଏ ସ୍କୁଲସ୍ତରୀୟ ରାଜ୍ୟ ଖେଳକୁଦ ପ୍ରତିଯୋଗିତା। ବିଭିନ୍ନ ଜିଲ୍ଲାରୁ ବହୁ ବାଳକ ବାଳିକା ଉତ୍ସାହର ସହ ଅଂଶଗ୍ରହଣ କରିଥାନ୍ତି। ଉଦ୍‌ଯାପନୀ କାର୍ଯ୍ୟକ୍ରମ ଅପରାହ୍ଣରେ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା।…

୫ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର: ଗଂଜାମ ସମଗ୍ର ଶିକ୍ଷା ଅନୁକୂଲ୍ୟ ରେ ୧ମ ପର୍ଯ୍ୟାୟ ୫ଟି ରୂପାନ୍ତରିତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ , ସହକାରୀ ଶିକ୍ଷକ ମାନଙ୍କର ଏକ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସିଟି ହାଇସ୍କୁଲ ( ବ୍ରହ୍ମପୁର )ରେ ଅନୁଷ୍ଠିତ ହୋଇଯାଇଛି ।…

ଟୁରିଷ୍ଟଙ୍କ କ୍ରେଜ୍ ପାଲଟିବ ଗୋପାଳପୁର

ଗୋପାଳପୁର: ରାଜ୍ୟର ପ୍ରଥମ ରିଭର୍ କ୍ରସିଂ ଜିପ୍ ଲାଇନ୍ ଗୋପାଳପୁର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭିଡିଓ କନଫରେନ୍ସ ଜରିଆରେ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ଏହା ହେଉଛି ବେଳାଭୂମି ସହରରେ ନୂଆ କରି ପ୍ରତିଷ୍ଠା ହୋଇଥିବା ବିଜୁ ଆଡ୍‌ଭେଞ୍ଚର୍ ପାର୍କରେ ଉପଲବ୍ଧ…

ଗୋପାଳପୁରକୁ ଫେରିବ ସାଂସ୍କୃତିକ ଆକର୍ଷଣ, ବଢ଼ିବ ପର୍ଯ୍ୟଟକଙ୍କ ସମାଗମ

ଗୋପାଳପୁର: ଗୋପାଳପୁର ବେଳାଭୂମି ମହୋତ୍ସବ (ବିଚ୍ ଫେଷ୍ଟ)... ପବ୍ଲିକ୍ ଆର୍ଟସ୍ ଇନ୍ ଗୋପାଳପୁର (ପାଗୋ)... ଆଉ ଏବେ ସଣ୍ଡେ ଏଟ୍ ଗୋପାଳପୁର। କେବଳ ଯେ ପର୍ଯ୍ୟଟକଙ୍କୁ ଆମୋଦିତ କରୁଥିବା ବିସ୍ତୀର୍ଣ୍ଣ ବେଳାଭୂମି, ରୋମାଞ୍ଚକର କ୍ରୀଡ଼ା କୌଶଳ, ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ସୀମିତ ରହିବନି…