ରାଏଜର୍ ସଭୁ ମାଁ ବହେନ୍ କୁଁ ମୁଖ୍ୟମନ୍ତ୍ରୀ ବରକସ୍ କଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେବାପରେ ସମ୍ବଲପୁର ହୁମା ଅଞ୍ଚଳର ତ୍ରିଲୋଚନ ଏସଏଚଜିର ଜଣେ ସଦସ୍ୟା ମୋହିନୀ ଭୋଇ ମୁଖ୍ୟମନ୍ତ୍ରୀ ଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି

ସମ୍ବଲପୁର: ନବୀନ୍ ସରକାର୍ ସମିଆ ଥିଁ କୁଡେ ବଛରେଁ ମାଁ ବହେନ୍ କର୍ ଲାଗିଁ ଯେତକି କରଲେନ ଯେ କହି ନାଇହୁଏ । ରାଏଜ୍ ସାରା ଏସଏସଜି ଗ୍ରୁପ୍ ମାନକୁଁ କୁଟି କୁଟି ଟଂକାର୍ ସାହାଯ୍ ଦେଇକରି ଲାଖ୍ ଲାଖ୍ ଗରିବ୍ ଘର୍ କେ ତିଷ୍ଠେଇ ଦେଇଛନ । ଖାସ୍ ଆମର୍ ଲାଗିଁ ମିଶନ ଶକ୍ତି ଏତକି ଦିନ୍ ତକ୍ ଦୁଖର୍ ସୁଖର୍ ସାହା ହେଇଆସିଛେ । ଆର୍ ଇହାଦେ ମିଶନ୍ ଶକ୍ତି କେ ଅଲଗ୍ ଡିପାର୍ଟ କରି ବଢେଟେ କବାର୍ କରିଛନ୍ । ଛେଲ୍ ପୁଷା ନୁ ବରି ବନା ତକ୍, ହଲଦି ଭଜା ମୁଗ୍ ବନା ନୁ ଧୁପକାଠି ବନା ତକ୍ ସବୁ କବାର୍ ଲାଗିଁ ସାହାଯ୍ ମିଲୁଛେ । ଆମର୍ ଗ୍ରୁପ୍ ଥିଁ ଖଲିଦନା ବନେଇକରି ୨୦ନୁ ଜହ କୁଟୁମ୍ ଥିଁ ଚୁଇଲ୍ ଜଲୁଛେ । ଇଥିର୍ ଲାଗିଁ ସରକାର୍ କେତନି କେତେ ସାହା ହେଇଛନ୍ ।

ଇହାଦେ ଇତାକେ ଅଲଗ୍ ଡିପାର୍ଟ କରଲା ଉତାରୁଁ ଅଏତକା ସୁବିଧା ମିଲବା । ଇ ଡିପାର୍ଟ ର ମୁଖିଆ ସୁଜାତା ମେଡମ୍ ରାଏଜର୍ ଲାଖ୍ ଲାଖ୍ ଘରର୍ ସାହା ହେଇଛନ୍ । ମୁଖ୍ୟମନ୍ତ୍ରୀ ଆର୍ ସୁଜାତା ମେଡମ୍ କୁଁ କୁଟି କୁଟି ଧନ୍ୟବାଦ୍

ମୋହିନୀ ଭୋଇ, ସଦସ୍ୟା, ତ୍ରିଲୋଚନ ଏସଏଚଜି, ହୁମା, ସମ୍ବଲପୁର

Comments are closed.