ଜଙ୍ଗଲ ନିଆଁ ପରିଚାଳନା ନେଇ ଟାସ୍କଫୋର୍ସ ଗଠନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର –ଜଙ୍ଗଲ ନିଆଁ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ ଓ ଏଚଓଏଫଏଫ ଓଡିଶା,ଡକ୍ଟର ସନ୍ଦୀପ ତ୍ରିପାଠୀ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ରହିବେ ।

ଭୁବନେଶ୍ୱର ସ୍ଥିତ ଅରଣ୍ୟ ଭବନରେ ଆଜିଠାରୁ ୧୫ ଦିନ ଯାଏଁ ଜଙ୍ଗଲ ନିଆଁ ପରିଚାଳନା ସଂପର୍କରେ ସୂଚନା ଦେବା ପାଇଁ ପ୍ରେସ ବ୍ରିଫିଙ୍ଗ୍ ଆୟୋଜନ ହେବ । ଅପରାହ୍ନ ସାଢେ ୪ଟାରେ ହେବ ପ୍ରେସ ବ୍ରିିଫିଙ୍ଗ୍ । ଡକ୍ଟର ତ୍ରିପାଠୀ ସାମ୍ବାଦିକମାନଙ୍କୁ ସୂଚନା ଦେବେ ।

Comments are closed.