ଆସନ୍ତାକାଲି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆସନ୍ତାକାଲି କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି ଏନେଇ ସୂଚନା ଦେଇଛନ୍ତି ।

ଗାଁର କୋଭିଡ ପରିଚାଳନା କମିଟିକୁ ପୁଣି ସକ୍ରିୟ କରାଯିବ । ସରପଂଚ, ୱାର୍ଡ ମେମ୍ବର, ଅଙ୍ଗନବାଡି, ଆଶାକର୍ମୀଙ୍କୁ ଦାୟିତ୍ୱ ଦିଆଯିବ । ବାହାରୁ ଆସୁଥିବା ଲୋକଙ୍କ ଉପରେ ସେମାନେ ନଜର ରଖିବେ ।

ବ୍ୟବସାୟିକ ପ୍ରତିଷ୍ଠାନ, ମଲ୍‌ରେ କଡାକଡି ଭାବେ କୋଭିଡ ନିୟମ ପାଳନ ହେବ । ସ୍ଥିତି ଦେଖି ଲକଡାଉନ ବା ଅନ୍ୟ ପଦକ୍ଷେପ ସଂପର୍କରେ ବିଚାର କରାଯିବ ।

Comments are closed.