ରାଜ୍ୟରେ ହଜାରେ ଟପିଲା ଦୈନିକ କୋରୋନା ସଂକ୍ରମଣ, ୧୨୮୨ ନୂଆ ମାମଲା, ସୁନ୍ଦରଗଡ ଜିଲ୍ଲାରୁ ୨୨୪, ଖୋର୍ଦ୍ଧାରୁ ୧୯୨

ଭୁବନେଶ୍ୱର-ଗତ ୨୪ ଘଂଟାରେ ଓଡିଶାରେ ଦୈନିକ କୋରୋନା ସଂକ୍ରମଣ ହଜାରେ ଟପିଛି । ୧ ହଜାର ୨୮୨ ନୂଆ ପଜିଟିଭ ମାମଲା ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୨୪ , ଖୋର୍ଦ୍ଧାରୁ ୧୯୨, କଳାହାଣ୍ଡିରୁ ୧୦୮, ବରଗଡରୁ ୮୪, ନୂଆପଡାରୁ ୮୨, ସମ୍ବଲପୁରରୁ ୮୨, କଟକରୁ ୬୩, ମୟୂରଭଂଜରୁ ୫୨, ଅନୁଗୁଳରୁ ୪୯, ବଲାଙ୍ଗିରରୁ ୪୫, ଝାରସୁଗୁଡାରୁ ୩୬, ଗଞ୍ଜାମରୁ ୩୨, ପୁରୀରୁ ୨୮, ନବରଙ୍ଗପୁରରୁ ୨୭ ଓ ଯାଜପୁରରୁ ୨୬ ଚିହ୍ନଟ ହୋଇଛନ୍ତି ।

Comments are closed.