ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ କ୍ରାଇମବ୍ରାଂଚ୍

ଭୁବନେଶ୍ୱର- ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ କ୍ରାଇମବ୍ରାଂଚ କରିବ । ତଦନ୍ତ ପାଇଁ ଏସପିସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ତଦନ୍ତ ଟିମରେ ୫ ଜଣ ଅଧିକାରୀ ରହିବେ ବୋଲି ସୂଚନା ମିଳିଛି । ଖୁବଶୀଘ୍ର ପୋଲସଠାରୁ ତଦନ୍ତ ରିପୋର୍ଟ ଅଣାଯିବ ବୋଲି କ୍ରାଇମବ୍ରାଂଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

Comments are closed.