ଭୁବନେଶ୍ୱର ୧ ନମ୍ବର ପାଇକାରୀ ମାର୍କେଟ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର- ଭୁବନେଶ୍ୱର ନମ୍ବର -୧ ପାଇକାରୀ ବଜାର ନିୟମରେ ପରିବର୍ତ୍ତନ ହୋଇଛି । ଏଣିକି ରାତି ୩ଟାରୁ ସକାଳ ୬ଟା ୩୦ ମିନିଟ ଯାଏଁ ପାଇକାରୀ ବେପାରୀମାନେ ପରିବା କିଣିପାରିବେ । ସକାଳ ସାଢେ ୬ରୁ ଦିନ ୧୨ଟା ଯାଏଁ ଖୁଚୁରୀ ବେପାରୀ ପରିବା କିଣିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ, ପୋଲିସ ଓ ବ୍ୟବସାୟୀଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି

Comments are closed.