ଦିଲୀପ କୁମାରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ଭାରତୀୟ ସିନେମାର ପ୍ରବାଦ ପୁରୁଷ ଦିଲୀପ କୁମାରଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲୀପ କୁମାର ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ଓ ମନୋରଂଜକ ଥିଲେ । ଭାରତୀୟ ସିନେପ୍ରେମୀମାନେ ତାଙ୍କୁ ଝୁରିବେ ବୋଲି ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ କହିଛନ୍ତି ।

Comments are closed.