କୋଭିଡ୍ ମହାମାରୀ ଆହୁରି ଶେଷ ହୋଇନାହିଁ, ଚେତାଇଲେ ‘ହୁ’ମୁଖ୍ୟ

ବର୍ଲିନ୍: କରୋନା ଭାଇରସ୍ ସଂକ୍ରମଣ ହ୍ରାସ ହୋଇଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । କୋଭିଡ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ମହାମାରୀ ବିରୋଧରେ ପ୍ରତିରକ୍ଷା ବ୍ୟବସ୍ଥାରେ ଢ଼ିଲାପଣ ମହଙ୍ଗା ପଡ଼ିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍…

ଠାକୁରମୁଣ୍ଡାରେ ସଡକ ଦୁର୍ଘଟଣା: ୨ ମୃତ, ୩ ଗୁରୁତର

ବାରିପଦା - ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତାର ତରାମରା ନିକଟରେ କଲଭର୍ଟରେ ଏକ ବୋଲେରୋ ପିଟି ହୋଇଯିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ମୃତକ ହେଲେ କ୍ଷେତ୍ରବାସୀ ମହାରଣା(୩୬) ଓ କୁଳମଣି ଦାସ(୫୦)। ବୋଲେରୋରେ ଥିବା ଚାଳକଙ୍କ…

ଶ୍ରୀକ୍ଷେତ୍ରରେ ରଥ ଚକ ଅନୁକୂଳର ଦୃଶ୍ୟ ଅତ୍ୟନ୍ତ ଭାବଉଦ୍ରେକ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ପବିତ୍ର ଭଉଁରୀରେ ଶ୍ରୀ କ୍ଷେତ୍ରରେ ତିନିରଥ ଙ୍କ ଅନୁକୂଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥ ଚକ ଅନୁକୂଳର ଦୃଶ୍ୟ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ପାଇଁ ଅତ୍ୟନ୍ତ ଭାବଉଦ୍ରେକ ବୋଲି କହିଛନ୍ତି। ଏହା ଏକ ବିରଳ ମୁହୂର୍ତ୍ତ। ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି…