ଏଚଏଫଏମଡି ରୋଗ ନେଇ ସ୍ୱାସ୍ଥ୍ୟ ବିଭାଗ ସତର୍କ

ଭୁବନେଶ୍ୱର - ରାଜ୍ୟରେ ୨୬ ଜଣ ହ୍ୟାଣ୍ଡ, ଫୁଟ୍, ମାଉଥ୍ ବା ଏଚଏଫଏମଡି ରୋଗୀ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । କଟକ, ଖୋର୍ଦ୍ଧା, ପୁରୀ ଓ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଆରଏମ୍ଆରସିକୁ ସଂଦିଗ୍ଧଙ୍କ ନମୁନାର…

କରୋନା ଅପଡେଟ୍: ଦେଶରେ ୨,୧୨୪ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଆଉ ୨,୧୨୪ କରୋନା ମାମଲା ରିପୋର୍ଟ ହୋଇଛି । ଏହି ସମୟରେ ଆଉ ୧୭ କୋଭିଡ୍-୧୯ ରୋଗୀଙ୍କ ମୃତ୍ୟୁ ହୋଇଛି । ଆଜି ରିପୋର୍ଟ ହୋଇଥିବା ମାମଲା ଗତକାଲି ତୁଳନାରେ ୨୬.୮ ପ୍ରତିଶତ ଅଧିକ। ଗତକାଲି ଦେଶରେ ୧,୬୭୫ କରୋନା ମାମଲା ରୁଜୁ ହୋଇଥିଲା ଏବଂ ୩୧ ଜଣଙ୍କର…

ଗହମ ପରେ ଚିନି ରପ୍ତାନି ଉପରେ ରୋକ୍ ଲଗାଇଲେ ସରକାର

ନୂଆଦିଲ୍ଲୀ: ଗହମ ପରେ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ଜୁନ୍ ୧ ରୁ ଲାଗୁ ହେବ | ସୂଚନା ଅନୁଯାୟୀ ଘରୋଇ ବଜାରରେ ଚିନି ଉପଲବ୍ଧତା ବୃଦ୍ଧି କରିବା ଏବଂ ଏହାର ମୂଲ୍ୟ ବୃଦ୍ଧି ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।…

ଜାତି ଭିତ୍ତିକ ଜନଗଣନା ଦାବିରେ ଆଜି ପଛୁଆବର୍ଗ ସଂଗଠନର ଭାରତବନ୍ଦ ଡାକରା

ନୂଆଦିଲ୍ଲୀ: ଜାତି ଭିତ୍ତିକ ଜନଗଣନା ଦାବିରେ ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ କର୍ମଚାରୀ ସଂଘ (BAMCEF) ବୁଧବାର ଭାରତବନ୍ଦ ଡାକରା ଦେଇଛି । BAMCEF ର ଭାରତବନ୍ଦ ଡାକରାକୁ କେତେକ ଦଳିତ ରାଜନୈତିକ ଦଳ ସମର୍ଥନ କରିଛନ୍ତି, କିନ୍ତୁ ଏଥିରୁ ପ୍ରମୁଖ ରାଜନୈତକ ଦଳମାନେ ଦୂରେଇ ରହିଛନ୍ତି ।…

ଆମେରିକା: ଟେକ୍ସାସ ସ୍କୁଲରେ ଯୁବକଙ୍କ ଆଖିବୁଜା ଗୁଳିମାଡ଼, ୧୮ ପିଲାଙ୍କ ସହ ୨୧ ମୃତ

ଟେକ୍ସାସ: ଆମେରିକାରେ ପୁଣି ଗୁଳିକାଣ୍ଡ । ଟେକ୍ସାସରେ ଜଣେ ୧୮ ବର୍ଷ ବୟସ୍କ ଯୁବକର ଗୁଳିମାଡ଼ରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ସାନ ଆଣ୍ଟୋନିଓଠାରୁ ପ୍ରାୟ ୮୦ ମାଇଲ ଦୂର ଟେକ୍ସାସର ରବ୍ ଏଲିମେଣ୍ଟାରୀ ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି । ହଠାତ୍ ସ୍କୁଲ୍ ଭିତରେ ପଶି ଯୁବକ ଜଣକ ଆଖିବୁଜା…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି : ୪ ଘଣ୍ଟା ପାଇଁ ଦର୍ଶନ ବନ୍ଦ

ପୁରୀ -ଆଜି ଜ୍ୟେଷ୍ଠ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ | ଏହି ନୀତି ପାଇଁ ଅପରାହ୍ନ ୪ଟାରୁ ସଂଧ୍ୟା ୮ଟା ଯାଏଁ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବାକୁ ଥିବା ବେଳେ ପାରମ୍ପରିକ…

ଆଜି ଛତିଶା ନିଯୋଗ ବୈଠକ

ପୁରୀ -ଆଜି ବସିବ ଛତିଶା ନିଯୋଗ ବୈଠକ । ସ୍ଥାନୀୟ ନୀଳାଦ୍ରି ଭକ୍ତ ନିବାସରେ ଦିନ ୧୨ଟାରେ ଏହି ବୈଠକ ବସିବ | ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ,ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରା,ସନ୍ଧ୍ୟା ଦର୍ଶନ,ବାହୁଡ଼ା ଯାତ୍ରା,ସୁନାବେଶ ଓ ନୀଳାଦ୍ରିବିଜେ ନୀତିରେ ଛତିଶା ନିଯୋଗ ମୋହର ମାରିବ ।…

ଭଞ୍ଜନଗର ଦୁର୍ଗାପ୍ରସାଦରେ ଓଲଟିଲା ବସ, ୬ ମୃତ, ୩୦ରୁ ଅଧିକ ଆହତ

ଭଞ୍ଜନଗର - ଭଞ୍ଜନଗର ଥାନା ଦୁର୍ଗାପ୍ରସାଦଠାରେ ଭାରସାମ୍ୟ ହରାଇ ଏକ ଟୁରିଷ୍ଟ ବସ ଓଲଟି ପଡିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗାଡିର ବ୍ରେକ ପାଇପ ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ବସଟି ଓଲଟି ପଡିଥିଲା । ଖବର ପାଇ ଘଟଣା ସ୍ଥଳରେ…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ନାରଦ ଶ୍ରାପ ଦୀହ୍ନ ଏକ ବାରା । କଳପ ଏକ ତେହି ଲଗି ଅବତାରା ॥ ଗିରିଜା ଚକିତ ଭଈଂ ସୁନି ବାନୀ । ନାରଦ ବିଷ୍ଣୁ ଭଗତ ପୁନି ଗ୍ୟାନୀ ॥ ଭାବାର୍ଥ :- ଥରେ ମହର୍ଷି ନାରଦ ଭଗବାନଙ୍କୁ ଶ୍ରାପ ଦେଇଥିଲେ । ଏଥିପାଇଁ ଗୋଟିଏ କଳ୍ପରେ ସେହି ଶ୍ରିପରୁ ମୁକ୍ତିପାଇଁ ଅବତାର…