ଭାରତର ଚେତାବନୀ ପରେ ‘କୋଭିଶିଲ୍ଡ’କୁ ୟୁରୋପୀୟ ସଂଘର ୮ ଦେଶ ଦେଲେ ମଞ୍ଜୁରି

ନୂଆଦିଲ୍ଲୀ: ଭାରତର ଚେତାବନୀ ଓ ଚାପ ପରେ ୟୁରୋପୀୟ ସଂଘ (ଇୟୁ)ର ‘ଗ୍ରୀନ୍ ପାସ୍‌’ରେ ସାମିଲ ହୋଇଛି କୋଭିଶିଲ୍ଡ ଟିକା । ଭାରତରେ ଉତ୍ପାଦିତ ହେଉଥିବା ଏହି ଟିକାକୁ ୟୁରୋପୀୟ ସଂଘର ୮ଟି ଦେଶ ମଞ୍ଜୁରୀ ଦେଇଛନ୍ତି । କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟମାନେ ଏବେ ୟୁରୋପର ଏହି ସାତଟି ଦେଶକୁ…

ନିରଙ୍କୁଶ ଶାସନ ବିରୋଧରେ ଗ୍ୟାରେଣ୍ଟି ନୁହେଁ ନିର୍ବାଚନ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ନିର୍ବାଚନ ମାଧ୍ୟମରେ ଶାସକ ବଦଳାଇବାକୁ ଲୋକଙ୍କ ଅଧିକାର ଥିଲେ ବି ଏହା ନିରଙ୍କୁଶ ଶାସନ ବିରୋଧରେ ଗ୍ୟାରେଣ୍ଟି ନୁହେଁ ବୋଲି କହିଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନ୍ନା । ସାମ୍ପ୍ରତିକ ସମୟରେ ଦେଶରେ ଅଘୋଷିତ ଜରୁରୀ ସ୍ଥିତିର ଭୟ ସୃଷ୍ଟି ହୋଇଥିବା ବେଳେ…

କେନ୍ଦ୍ରରୁ ଆସିନି ଟିକା, ଆଜି ୧୬ ଜିଲ୍ଲାରେ କୋଭିଡ ଟିକାକରଣ ବନ୍ଦ

ଭୁବନେଶ୍ୱର- ଟିକା ଅଭାବ ଯୋଗୁଁ ଆଜି ରାଜ୍ୟର ୧୬ଟି ଜିଲ୍ଲାରେ କୋଭିଡ ଟିକାକରଣ ବନ୍ଦ ରହିଛି । ଜୁନ୍ କୋଟା ବାହାରେ ଆଉ ୬ ଲକ୍ଷ ଟିକା କେନ୍ଦ୍ରକୁ ମଗାଯାଇଥିଲା । କିନ୍ତୁ ଟିକା ପହଂଚି ନ ପାରିବାରୁ ଟକାକରଣ ବନ୍ଦ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।…

ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଜାତୀୟ ଡାକ୍ତର ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାଜ ପ୍ରତି ଡାକ୍ତରମାନଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି । ଲୋକଙ୍କ ବହୁମୂଲ୍ୟ ଜୀବନ ସୁରକ୍ଷିତ କରିବା ଦିଗରେ ବିଶେଷ କରି କୋଭିଡ ମହାମାରୀ ସମୟରେ ଡାକ୍ତରଙ୍କ ନିଷ୍ଠାପର…

ନିଜ କୋଭିଡ୍ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଲା ଜାଏଡସ୍ କାଡିଲା

ନୂଆଦିଲ୍ଲୀ: ଜାଏଡସ୍ କାଡିଲା ନିଜର କୋଭିଡ୍ ଟିକା ‘ଜାଏକୋଭ୍‌-ଡି’ର ଜରୁରୀ ବ୍ୟବହାର ପାଇଁ ଆବେଦନ କରିଛି । ଏହି କୋଭିଡ୍ ଟିକା ତିନି ଡୋଜ୍ ବିଶିଷ୍ଟ ଏବଂ ଏହାକୁ ବିନା ସିରିଞ୍ଜ୍‌ରେ ଦେଇ ହେବ । ଏହି ଟିକା ପିଲାମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଜାଏଡସ୍…

କରୋନା ଅପଡେଟ୍‌: କ୍ରମାଗତ ଚତୁର୍ଥ ଦିନ ୫୦ ହଜାର ତଳେ ଦୈନିକ ସଂକ୍ରମଣ, ଆଉ ୧୦୦୫ ମୃତ

ନୂଆଦିିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ସମ୍ଭାବ୍ୟ ତୃତୀୟ ଲହରୀ ଦୃଷ୍ଟିରୁ ବିପଦ ଟଳି ନାହିଁ । ଦେଶରେ କ୍ରମାଗତ ଚତୁର୍ଥ ଦିନ ପାଇଁ ୫୦ ହଜାରରୁ କମ୍ ମାମଲା ରିପୋର୍ଟ ହୋଇଛି । ଦିନକରେ ଆଉ ୪୮,୭୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୦୫ ଜଣଙ୍କର ମୃତ୍ୟୁ…