ୟୁକ୍ରେନର ଚେର୍ନିହାଇଭରେ ରୁଷର ଏୟାର ଷ୍ଟ୍ରାଇକ୍, ୫୩ ମୃତ

କିଭ୍: ୟୁକ୍ରେନ ଏବଂ ରୁଷ ମଧ୍ୟରେ ୨୨ ଦିନ ଧରି ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ । ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ଅନ୍ତର୍ଜାତୀୟ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରୁଷର ସେନା ୟୁକ୍ରେନର ବିଭିନ୍ନ ସହରରେ ଧ୍ଵଂସ ଓ ମୃତ୍ୟୁର ତାଣ୍ଡବ ରଚି ଚାଲିଛନ୍ତି ।…

‘ଲଖିମପୁର ଫାଇଲ୍ସ’ କାହିଁକି ହେବନି ? ‘ଦି କାଶ୍ମୀର ଫାଇଲ୍ସ’କୁ ବିଜେପିର ସମର୍ଥନ ନେଇ…

ନୂଆଦିଲ୍ଲୀ: କାଶ୍ମୀର ପଣ୍ଡିତମାନଙ୍କ ଉପରେ ନିର୍ମିତ ଫିଲ୍ମ 'ଦି କାଶ୍ମୀର ଫାଇଲ୍ସ'କୁ ନେଇ ଏବେ ସବୁଠି ଚର୍ଚ୍ଚା । ନବେ ଦଶକରେ ଆତଙ୍କବାଦୀଙ୍କ ଟାର୍ଗେଟ ହେବା ପରେ କାଶ୍ମୀରୀ ପଣ୍ଡିତମାନେ କିପରି କାଶ୍ମୀରରୁ ପଳାୟନ କରିଥିଲେ ତାହା ଏହି ଫିଲ୍ମର କଥାବସ୍ତୁ । ଏହି ଚଳଚ୍ଚିତ୍ର ସମ୍ପ୍ରତି…

ହୋଲିରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ‘ବୃନ୍ଦାବନ ମହୋତ୍ସବ’

କଳାଅନୁରାଗୀଙ୍କୁ ଶାସ୍ତ୍ରୀୟ ସଙ୍ଗୀତର ନିକଟତର କରିବ : ପଦ୍ମବିଭୂଷଣ ପଣ୍ଡିତ ଡ . ହରିପ୍ରସାଦ ଚୌରାସିଆ ଭୁବନେଶ୍ୱର: ପବିତ୍ର ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ‘ ବୃନ୍ଦାବନ ମହୋତ୍ସବ’ର ଷଷ୍ଠ ସଂସ୍କରଣ ଚଳିତ ମାସ ୧୯ ତାରିଖ ସନ୍ଧ୍ୟାରେ…