ରାଜ୍ୟରେ ଆଉ ୧୦୫ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦୫ ଜଣ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୬୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨ ଜଣ…

ଆଜି ବି ରାଜ୍ୟରେ ପ୍ରବଳ ଖରା, ୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର- ଆଜି ବି ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେବ । ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାରେ ପ୍ରବଳ ଖରା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…

ଆସନ୍ତା ୪ରୁ ସବୁ ଅଧସ୍ତନ କୋର୍ଟ ସକାଳୁଆ ହେବ

କଟକ- ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ଚାଲିବ । ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର, କୋରାପୁଟ କୋର୍ଟ ଛାଡ଼ି ରାଜ୍ୟର ବାକି ଅଧସ୍ତନ କୋର୍ଟ ସବୁ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ ‌। କେବଳ ଦିନ ୧୦ଟାରୁ ୧୦ଟା ୩୦…

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ

ସୋରୋ- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବାଲେଶ୍ଵର ଆର.ଡବ୍ଲୁ ଡିଭିଜନ-୨ର ସୋରୋ ସେକ୍ସନ ସହକାରୀ ଯନ୍ତ୍ରୀ ପ୍ରମଥ କୁମାର ବେହୁରିଆଙ୍କ ଘର ସମେତ ୫ଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ । ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ୫ଟି ଜାଗାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଭଦ୍ରକ ସହର…

୨୧ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ ଲଘୁଚାପ

ଭୁବନେଶ୍ୱର- ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ପୂର୍ବ ଦିଗରେ ଗତି କରୁଛି । ଲଘୁଚାପ ବର୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଛି । ଏହା ଧିରେ ଧିରେ ପୂର୍ବ ଓ ଉତ୍ତରପୂର୍ବ ଦିଗରେ ଗତି କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ୧୯…

ମା’ ତାରାତାରିଣୀ ପୀଠରେ ଭବ୍ୟ ଅନୁଭବ ପାଇବେ ଶ୍ରଦ୍ଧାଳୁ: ଚୈତ୍ର ପର୍ବରେ ମୁଣ୍ଡନ ହେବ

ଛତ୍ରପୁର: ପ୍ରାୟ ଦୁଇ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଯେତେବେଳେ କରୋନା ସଂକ୍ରମଣ ତଳମୁହାଁ ହୋଇଚାଲିଛି, ସେତେବେଳେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରା ପାଇଁ ମିଳିଛି ପ୍ରଶାସନିକ ଅନୁମତି। ଫଳରେ ଏଥିର ଦକ୍ଷିଣ ଓଡ଼ିଶାର ଏହି ଅନ୍ୟତମ…

ସମ୍ବେଦନଶୀଳତା ମନ୍ତ୍ରକୁ ଅନୁସରଣ କରୁଛି ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ଯେଉଁଠି ସମୟ ବିକଟ, ପରିସ୍ଥିତି ପ୍ରତିକୂଳ ସେତେବେଳେ ବା ମନୁଷ୍ୟ ହେଉ କି ପ୍ରଶାସନ, ସରକାର ଅଥବା ସାଧାରଣ ଜନତା କାହା ହାତରେ ବିଶେଷ କିଛି କରିବାର ନଥାଏ। ତେବେ ଏକ ଉତ୍କୃଷ୍ଟ ସମ୍ବେଦନଶୀଳ ଓ ଜନକଲ୍ୟାଣକାରୀ ସରକାରର ଲକ୍ଷଣ ଏୟା ଯେ- କଷ୍ଟକର ସମୟ ହେଉ ବା ତାର ପରବର୍ତ୍ତୀ…

ଆମ ସଂସ୍କୃତିର ଭିନ୍ନଏକ ସାଂସ୍କୃତିକ ପର୍ବ ‘ଓଳକଣା ମେଳଣ’

ବିଭିନ୍ନ ସ୍ଥାନରେ ହେଉଥିବା ବିଭିନ୍ନ ଦୋଳ ମେଳଣ ମଧ୍ୟରୁ ଅବିଭକ୍ତ କଟକ ଜିଲ୍ଲା ତଥା କଟକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ମିଳନ ସ୍ଥଳରେ ହେଉଥିବା ଓଳକଣା ମେଳଣ ଏକ ସ୍ବତନ୍ତ୍ର ତଥା ପୌରାଣିକ ତଥ୍ୟ ସହ ଜଡ଼ିତ ଥିବା ମେଳଣ ଅଟେ। କାରଣ ଏହି ମେଳଣ ପଡ଼ିଆଟି ମହାଭାରତର ବିଭିନ୍ନ ଚରିତ୍ର ସହ…

ଗୀତା ମାହାତ୍ମ୍ୟ: ନ ପ୍ରହ୍ୟୁଷ୍ୟତପ୍ରିୟମ ପ୍ରାପ୍ୟ ନୋଦ୍ଵିଜେତପ୍ରାପ୍ୟ ଚା ପ୍ରିୟମ। ସ୍ଥିରବୁଦ୍ଧିରସଂମୂଢୋ ବ୍ରହ୍ମବିଦ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ନ ପ୍ରହ୍ୟୁଷ୍ୟତପ୍ରିୟମ ପ୍ରାପ୍ୟ ନୋଦ୍ଵିଜେତପ୍ରାପ୍ୟ ଚା ପ୍ରିୟମ। ସ୍ଥିରବୁଦ୍ଧିରସଂମୂଢୋ ବ୍ରହ୍ମବିଦ ବ୍ରହ୍ମଣୀ ସ୍ଥିତଃ।। ହେ ଅର୍ଜ୍ଜୁନ !…