ଆସନ୍ତା ୪ରୁ ସବୁ ଅଧସ୍ତନ କୋର୍ଟ ସକାଳୁଆ ହେବ

କଟକ- ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ଚାଲିବ । ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର, କୋରାପୁଟ କୋର୍ଟ ଛାଡ଼ି ରାଜ୍ୟର ବାକି ଅଧସ୍ତନ କୋର୍ଟ ସବୁ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ କାର୍ଯ୍ୟ ‌। କେବଳ ଦିନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବିରତି ରହିବ । ଏନେଇ ସବୁ ଜିଲ୍ଲା ଜଜଙ୍କୁ ହାଇକୋର୍ଟ ରେଜିଷ୍ଟ୍ରାର ଚିଠି ଲେଖିଛନ୍ତି ।

Comments are closed.