ଜୟନ୍ତୀରେ ପିତା ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ବିଜୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଜୁବାବୁ ଆଙ୍କିଥିଲେ ବିକାଶର ବିସ୍ତୃତ ନକ୍ସା। ତାଙ୍କର ପ୍ରତିଟି କାମ ଥିଲା ଓଡ଼ିଆ ଜାତିର ସ୍ୱାଭିମାନ ଓ ଗୌରବ ପାଇଁ। ତାଙ୍କ…

ପୈତୃକ ଭିଟାମାଟି ସ୍ମରଣ କରାଇ ଦେଉଛି ବିଜୁ ବାବୁଙ୍କ ଅଭୁଲା ସ୍ମୃତି

ଭଞ୍ଜନଗର: ମହାନ ଜନନାୟକ.. ପ୍ରବାଦ ପୁରୁଷ.. ନୂତନ ଓଡ଼ିଶା ଗଠନର ପୁରୋଧା.. କଳିଙ୍ଗର ମୁକୁଟବିହୀନ ଶେଷ ସମ୍ରାଟ.. ନବ ଉତ୍କଳର ବିନ୍ଧାଣୀ.. ଏମିତି କେତେ କଣ ଉପମା ତାଙ୍କ ପାଇଁ ବାଖ୍ୟା କରାଯାଇ ପାରେ। ହେଲେ ହିମାଳୟ ସଦୃଶ ଉତ୍ତୁଙ୍ଗ ତାଙ୍କ ମହାନ୍ ବ୍ୟକ୍ତିତ୍ଵ ଆଗରେ ସବୁ ଶବ୍ଦ ହୁଏତ…

ବିଶିଷ୍ଟ ଐତିହାସିକ ଭୈରବୀ ପ୍ରସାଦ ସାହୁଙ୍କ ପରଲୋକ

ନୂଆଦିଲ୍ଲୀ - ବ୍ରହ୍ମପୁର ଜନ୍ମିତ ବିଶିଷ୍ଟ ଭୈରବୀ ପ୍ରସାଦ ସାହୁଙ୍କ ପରଲୋକ । ଶିକ୍ଷାବିତ , ଐତିହାସିକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଡକ୍ଟର ଭୈରବୀ ପ୍ରସାଦ ସାହୁଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଦିଲ୍ଲୀରେ ତାଙ୍କ ର…

ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ପାଳୁଛି ରାଜ୍ୟ

ଭୁବନେଶ୍ୱର- ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆଜି ୧୦୬ତମ ଜୟନ୍ତୀ । ସାରା ରାଜ୍ୟରେ ପାଳନ କରାଯାଉଛି ବିଜୁ ଜୟନ୍ତୀ । ଏହି ଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ବିଜୁ ଜୟନ୍ତୀ ଅବସରରେ ରାଜ୍ୟରେ ନିର୍ବାଚନମଣ୍ଡଳୀ ସ୍ତରରେ ସାଧାରଣ ସଭାମାନ ଆୟୋଜିତ ହେଉଛି ।…

ଆଧୁନିକ ଓଡ଼ିଶାର ନବ ନିର୍ମାତା ବିଜୁବାବୁ

ଆଧୁନିକ ଓଡ଼ିଶାର ନବ ନିର୍ମାତା ବିଜୁବାବୁ ଥିଲେ ଓଡ଼ିଆ ଜାତିର ଅସ୍ମିତା। ଯାହାଙ୍କ ପାଇଁ ସମଗ୍ର ବିଶ୍ୱରେ ଓଡ଼ିଆ ଜାତି ତାର ନିଜସ୍ବକୁ ପ୍ରତିପାଦିତ କରିଥିଲା । ସେହି ବିଜୁବାବୁ ଏକାଧାରରେ ଥିଲେ ଜଣେ ଓଡ଼ିଆ ରାଜନୈତିକ ନେତା, ବୈମାନିକ ଓ ବିଶିଷ୍ଟ ଶିଳ୍ପପତି । ପିତା ଲକ୍ଷ୍ମୀନାରାୟଣ…

ଭୂମିପୁତ୍ର ବିଜୁବାବୁ : ଜାତୀୟତାବାଦ ଓ ଓଡ଼ିଆ ସ୍ୱାଭିମାନର ନିର୍ଭୀକ ଯୋଦ୍ଧା

ଲେଖକ: ବିଜନ କୁମାର ମହାପାତ୍ର ନବ ଉତ୍କଳର ଅନ୍ୟତମ ପୁରୋଧା କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କ ଆଜି ୧୦୬ ତମ ଜୟନ୍ତୀ । ଲୋକପ୍ରିୟ ଜନନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି ବିଜୁ ପଟ୍ଟନାୟକ । ତାଙ୍କର ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ…