ସୁଲୋଚନା ଦାସ ବିଏମସି ନିର୍ବାଚନ ପାଇଁ ବିଜେଡିର ମେୟର ପ୍ରାର୍ଥୀ

ଭୁବନେଶ୍ୱର- ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ବିଜେଡିର ମେୟର ପ୍ରାର୍ଥୀ ହେବେ ସୁଲୋଚନା ଦାସ । ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରି ବିଜେଡି । ସେ ବର୍ତ୍ତମାନ ରାଜ୍ୟ ଭିନ୍ନକ୍ଷମ କମିଶନର ଅଛନ୍ତି ।

କଂଗ୍ରେସ ଛାଡିଲେ ବରିଷ୍ଠ ନେତା

ନବରଙ୍ଗପୁର- କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁରର ବରିଷ୍ଠ କଂଗ୍ରେସ ନେତା ଭୀମ ହରିଜନ । ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଆସନ୍ତା ପୌର ନିର୍ବାଚନରେ ପୌରାଧକ୍ଷ ପଦବୀକୁ ନେଇ ଚର୍ଚ୍ଚାରେ ଥିଲେ ଭୀମ ହରିଜନ । ସେ ଟିକେଟ ପାଇଁ ଆବେଦନ…

ୟୁକ୍ରେନରେ ଅସ୍ତ୍ରବିରତି ଘୋଷଣା କଲା ରୁଷ୍, ନାଗରିକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଦୁଇଟି ସହରରେ ଅସ୍ତ୍ରବିରତି

କିଭ୍: ୟୁକ୍ରେନର ଯୁଦ୍ଧରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ରୁଷ ମାରିୟୁପୋଲ ଏବଂ ଭଲଭୋନୋଖା ନାମକ ଦୁଇଟି ସହରରେ ଅସ୍ତ୍ରବିରତି ଘୋଷଣା କରିଛି। ନାଗରିକଙ୍କ ସ୍ଥାନାନ୍ତର ପାଇଁ ଗ୍ରୀନ କରିଡର ନିର୍ମାଣ କରିବାକୁ ରୁଷ ଏହି ନିଷ୍ପତ୍ତି ନେଇଛି। ୟୁକ୍ରେନ ଏବଂ ରୁଷ ମଧ୍ୟରେ…

ରାଜ୍ୟରେ ଆଉ ୧୪୫ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୭ କିଶୋର କିଶୋରୀ ରହିଛନ୍ତି । ସଙ୍ଗରୋଧରୁ ୮୪ ଓ ସ୍ଥାନୀୟ ଅଞ୍ଚଳରରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୫ ଟି ମାମଲା…

ଐତିହାସିକ ଭୈରବୀ ପ୍ରସାଦ ସାହୁଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଭୁବନେଶ୍ୱର- ବିଶିଷ୍ଟ ଶିକ୍ଷାବିତ ତଥା ଐତିହାସିକ ଭୈରବୀ ପ୍ରସାଦ ସାହୁଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଭାରତର ପ୍ରାଚୀନ ଇତିହାସକୁ ଲୋକଲୋଚନକୁ ଆଣିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା…

ୟୁକ୍ରେନର ରାଷ୍ଟ୍ରପତି ଭବନକୁ ଟାର୍ଗେଟ କଲା ରୁଷ, କିଭ୍ ଉପରେ ବୋମା ବର୍ଷା ଜାରି, ଦେଶ ଛାଡ଼ି ପଳାଇଥିବା ଖବରକୁ…

କିଭ୍: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦଶମ ଦିନରେ ପହଞ୍ଚିଛି। ୟୁକ୍ରେନର ରାଷ୍ଟ୍ରପତି ଭବନକୁ ଟାର୍ଗେଟ କରିଛି ରୁଷ୍ । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ଜେଲେନସ୍କିଙ୍କ ବାସଭବନ ନିକଟରେ ମିସାଇଲ ମାଡ଼ ହୋଇଛି । ତେବେ ସେଠାରେ ମିସାଇଲ୍ ଆଣ୍ଟି ସିଷ୍ଟମ୍ ସକ୍ରିୟ ଥିବାରୁ ଏହାକୁ…