ଜାତୀୟ ନିରାପତ୍ତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଜାତୀୟ ନିରାପତ୍ତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଚଳିତ ନିରାପତ୍ତା ପ୍ରଟୋକଲ ମାନି ନିଜକୁ ଓ ଆମର ପ୍ରିୟଜନମାନଙ୍କର ସୁରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟସ୍ଥଳୀ, ସଡ଼କ ଓ ଅନ୍ୟ ଜାଗାରେ…

କିଭରେ ଜଣେ ଭାରତୀୟ ଛାତ୍ର ଗୁଳିମାଡ଼ରେ ଆହତ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ନବମ ଦିନ ଏବଂ ଏହି ସଂଘର୍ଷ ଶେଷ ହେବାର କୌଣସି ଆଶା ଦେଖାଯାଉ ନାହିଁ । ଅନ୍ୟପକ୍ଷରେ ଏବେ ମଧ୍ୟ ଅନେକ ଭାରତୀୟ ଛାତ୍ର ୟୁକ୍ରେନର ରାଜଧାନୀ କିଭ୍ ଏବଂ ଦ୍ବିତୀୟ ବୃହତ୍ତମ ସହର ଖାର୍କିଭରେ ଅଟକି ରହିଛନ୍ତି | ଗତ ୨୪ ଘଣ୍ଟା…

ବିହାରର ଭାଗଲପୁରରେ ଏକାଧିକ ବିସ୍ଫୋରଣ, ୪ ମୃତ, ୧୨ ଆହତ

ଭାଗଲପୁର: ଗୁରୁବାର ରାତିରେ ବିହାରର ଭାଗଲପୁରରେ ଏକାଧିକ ବିସ୍ଫୋରଣ ଘଟିଛି ​​। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ସହର ଥରି ଉଠିଥିଲା। ଏହି ଭାଗଲପୁର ବିସ୍ଫୋରଣ ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭାଗଲପୁର ରେଞ୍ଜର ଡିଜି ସୁଜିତ କୁମାର…

ଆଜିଠୁ ମୋହାଲିରେ କୋହଲିଙ୍କ ୧୦୦ତମ ଟେଷ୍ଟ

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହେଉଛି । ଭାରତୀୟ ଦୃଷ୍ଟିକୋଣରୁ ଏହି ଟେଷ୍ଟ ଏକାଧିକ କାରଣ ପାଇଁ ଏକ ମାଇଲଖୁଣ୍ଟ ମ୍ୟାଚ୍ ହେବ । ଏହି ଫର୍ମାଟରେ ସୁପରଷ୍ଟାର ବିରାଟ କୋହଲିଙ୍କ ଏହା ହେବ ୧୦୦ତମ ଟେଷ୍ଟ । ଭାରତର ୧୨ତମ ଖେଳାଳି ଭାବେ କୋହଲି…

ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବ ଓଡ଼ିଶା ଆନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା

ବ୍ରହ୍ମପୁର: ରାଜ୍ୟର ଯୁବ ପ୍ରତିଭାଙ୍କ ପାଇଁ ସୁଯୋଗର ଅଭାବ ରହିବ ନାହିଁ। ସେ କ୍ରୀଡ଼ା ହେଉ କି ସାଂସ୍କୃତିକ ଅଥବା ସାହିତ୍ୟ... ପ୍ରତିଟି କ୍ଷେତ୍ରରେ ପରସ୍ପର ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରତିଦ୍ବନ୍ଦ୍ବିତା ଓ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସେମାନଙ୍କୁ ଯଥେଷ୍ଟ ଅବସର ମିଳିବ। ଏହି…

ଗଜପତି: ବିଜେପି, କଂଗ୍ରେସ ଗଡ଼ ଭାଙ୍ଗିଲା ବିଜେଡି

ପାରଳାଖେମୁଣ୍ଡି: ପ୍ରାୟ ତିନି ବର୍ଷ ତଳେ ଯେତେବେଳେ ୨୦୧୯ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା ସେତେବେଳେ ଏମିତି କିଛି ରାଜନୈତିକ ପରିସ୍ଥିତି ଥିଲା ଯେ ଗଜପତି ଜିଲ୍ଲାର ଦୁଇଟି ଯାକ ବିଧାନସଭା ଆସନ ବିଜେପି ଓ କଂଗ୍ରେସ ହାତକୁ ଯାଇଥିଲା। ସ୍ଵଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ ବିଜେଡି…

ଉନବିଂଶ ଶତାବ୍ଦୀର ହିନ୍ଦୁ ନବଜାଗରଣରେ ରାମକୃଷ୍ଣ ପରମହଂସଙ୍କ ଦାନ ଅତୁଳନୀୟ 

( ୧୮୬ ତମ ଶୁଭ ଆବିର୍ଭାବ ତିଥି ଅଵସରରେ ) ରାମକୃଷ୍ଣ ପରମହଂସ ଙ୍କ ପୂର୍ବନାମ ଗଦାଧର ଚଟ୍ଟୋପାଧ୍ୟାୟ । ଉନବିଂଶ ଶତାବ୍ଦୀର ବିଖ୍ୟାତ ଯୋଗୀ,ଦାର୍ଶନିକ ଓ ହିନ୍ଦୁ ଧର୍ମଗୁରୁ । ତାଙ୍କ ପ୍ରଚାରିତ ଧର୍ମୀୟ ଚିନ୍ତାଧାରାରେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ…

ଗୀତା ମାହାତ୍ମ୍ୟ: ଯୋଗଯୁକ୍ତ ବିଶୁଦ୍ଧତ୍ମା ବିଜିତାତ୍ମା ଜିତେନ୍ଦ୍ରିୟଃ। ସର୍ଵଭୁତାତ୍ମଭୁତାତ୍ମା କୁର୍ବନ୍ନପି ନ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ହେ ଅର୍ଜ୍ଜୁନ ! ଯାହାଙ୍କର ମନ ନିଜ ବଶରେ ଥାଏ, ଯେ ଜିତେନ୍ଦ୍ରିୟ ଓ ଯାହାଙ୍କ ଅନ୍ତଃକରଣ ବିଶୁଦ୍ଧ ଏବଂ ସକଳ ପ୍ରାଣୀଙ୍କର ଆତ୍ମରୁପ ପରମାତ୍ମା ହିଁ…