ମା’ ତାରାତାରିଣୀ ପୀଠରେ ସୁବର୍ଣ୍ଣ ଚିତା ଲାଗି

ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା' ତାରାତାରିଣୀଙ୍କ ମନ୍ଦିରରେ ରବିବାର ଚିତାଉ ଅମବାସ୍ୟା ପର୍ବ ପାଳିତ ହୋଇଛି। ଏହି ଅବସରରେ ଦେବୀଙ୍କୁ ସୁବର୍ଣ୍ଣ ଚିତା ଲାଗି କରାଯାଇଥିଲା ଯାହା ବର୍ଷକରେ ଏହି ପବିତ୍ର ତିଥିରେ ସମ୍ପନ୍ନ ହୋଇଥାଏ। ପାରମ୍ପରିକ ଓଡ଼ିଆ ରୀତିନୀତି…

ଦିଲ୍ଲୀ ବିମାନ ବନ୍ଦରକୁ ଉଡ଼ାଇବାକୁ ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି 

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇବାକୁ ଧମକ ପରେ ଏଠାରେ ପୋଲିସ୍ ମୁତୟନ ବୃଦ୍ଧି କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସ୍ୱାଧୀନତା ଦିବସ ପୂର୍ବରୁ ଏଭଳି ଧମକ ମିଳିଥିବା ବେଳେ ପୋଲିସ କୌଣସି ରିସ୍କ ନେବାକୁ ଚାହୁଁ…

ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ ମାମଲାରେ ଜାମ୍ମୁ କାଶ୍ମୀରର ଅନେକ ସ୍ଥାନରେ ଏନ୍ଆଇଏର ଚଢ଼ାଉ

ଶ୍ରୀନଗର: ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ ମାମଲାରେ ଜାମ୍ମୁ କାଶ୍ମୀରର ଅନେକ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଚଢାଉ କରିଛି। ରବିବାର ସକାଳେ ଅନନ୍ତନାଗ ଜିଲ୍ଲାରେ ଏନଆଇଏ ଟିମ୍ ଚଢାଉ କରିଥିଲା। ସୂଚନାନୁସାରେ, ରାଜ୍ୟର ୪୫ଟି ସ୍ଥାନରେ ଏନଆଇଏ ଚଢାଉ ଜାରି ରହିଛି। ଏଥିରେ…

ସମ୍ବଲପୁର ପୋଲିସ ହାତରେ ଧରାପଡିଲା ଜୋଲ୍ ନୋଟ୍ କାରବାର ଗ୍ୟାଙ୍ଗ୍ , ୬ ଗିରଫ

ସମ୍ବଲପୁର – ସମ୍ବଲପୁରରେ ଜାଲ୍ ନୋଟ୍ କାରବାର କରୁଥିବା ଏକ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରାଯାଇଛି । ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୩ ଲକ୍ଷ ନକଲି ଟଙ୍କା ଜବତ କରାଯାଇଛି । ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଛି ପୋଲିସ । ନକଲି ଟଙ୍କା ପ୍ରସ୍ତୁତିରେ…

ଭାରତର ପ୍ରଥମ ମହିଳା ପାଇଲଟ୍ ସରଳା ଥୁକ୍ରାଲଙ୍କ ସମ୍ମାନରେ ଗୁଗୁଲର ଡୁଡଲ୍

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ପାଇଲଟ୍ ସରଳା ଥୁକ୍ରାଲଙ୍କ ୧୦୭ତମ ଜନ୍ମ ବାର୍ଷିକୀ ଅବସରରେ ଗୁଗୁଲ ଆଜି ତାଙ୍କ ସମ୍ମାନାର୍ଥେ ଡୁଡଲ ତିଆରି କରି ଏକ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଏହି ଡୁଡଲ୍ ଜରିଆରେ ଗୁଗୁଲ୍ ତାଙ୍କର ଐତିହାସିକ ସଫଳତା ପ୍ରଦର୍ଶିତ କରିଛି | ସରଳା ଥୁକ୍ରାଲ…