ଆଜିଠୁ ମୋହାଲିରେ କୋହଲିଙ୍କ ୧୦୦ତମ ଟେଷ୍ଟ

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହେଉଛି । ଭାରତୀୟ ଦୃଷ୍ଟିକୋଣରୁ ଏହି ଟେଷ୍ଟ ଏକାଧିକ କାରଣ ପାଇଁ ଏକ ମାଇଲଖୁଣ୍ଟ ମ୍ୟାଚ୍ ହେବ । ଏହି ଫର୍ମାଟରେ ସୁପରଷ୍ଟାର ବିରାଟ କୋହଲିଙ୍କ ଏହା ହେବ ୧୦୦ତମ ଟେଷ୍ଟ । ଭାରତର ୧୨ତମ ଖେଳାଳି ଭାବେ କୋହଲି…

ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବ ଓଡ଼ିଶା ଆନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା

ବ୍ରହ୍ମପୁର: ରାଜ୍ୟର ଯୁବ ପ୍ରତିଭାଙ୍କ ପାଇଁ ସୁଯୋଗର ଅଭାବ ରହିବ ନାହିଁ। ସେ କ୍ରୀଡ଼ା ହେଉ କି ସାଂସ୍କୃତିକ ଅଥବା ସାହିତ୍ୟ... ପ୍ରତିଟି କ୍ଷେତ୍ରରେ ପରସ୍ପର ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରତିଦ୍ବନ୍ଦ୍ବିତା ଓ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସେମାନଙ୍କୁ ଯଥେଷ୍ଟ ଅବସର ମିଳିବ। ଏହି…

ଗଜପତି: ବିଜେପି, କଂଗ୍ରେସ ଗଡ଼ ଭାଙ୍ଗିଲା ବିଜେଡି

ପାରଳାଖେମୁଣ୍ଡି: ପ୍ରାୟ ତିନି ବର୍ଷ ତଳେ ଯେତେବେଳେ ୨୦୧୯ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା ସେତେବେଳେ ଏମିତି କିଛି ରାଜନୈତିକ ପରିସ୍ଥିତି ଥିଲା ଯେ ଗଜପତି ଜିଲ୍ଲାର ଦୁଇଟି ଯାକ ବିଧାନସଭା ଆସନ ବିଜେପି ଓ କଂଗ୍ରେସ ହାତକୁ ଯାଇଥିଲା। ସ୍ଵଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ ବିଜେଡି…

ଉନବିଂଶ ଶତାବ୍ଦୀର ହିନ୍ଦୁ ନବଜାଗରଣରେ ରାମକୃଷ୍ଣ ପରମହଂସଙ୍କ ଦାନ ଅତୁଳନୀୟ 

( ୧୮୬ ତମ ଶୁଭ ଆବିର୍ଭାବ ତିଥି ଅଵସରରେ ) ରାମକୃଷ୍ଣ ପରମହଂସ ଙ୍କ ପୂର୍ବନାମ ଗଦାଧର ଚଟ୍ଟୋପାଧ୍ୟାୟ । ଉନବିଂଶ ଶତାବ୍ଦୀର ବିଖ୍ୟାତ ଯୋଗୀ,ଦାର୍ଶନିକ ଓ ହିନ୍ଦୁ ଧର୍ମଗୁରୁ । ତାଙ୍କ ପ୍ରଚାରିତ ଧର୍ମୀୟ ଚିନ୍ତାଧାରାରେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ…

ଗୀତା ମାହାତ୍ମ୍ୟ: ଯୋଗଯୁକ୍ତ ବିଶୁଦ୍ଧତ୍ମା ବିଜିତାତ୍ମା ଜିତେନ୍ଦ୍ରିୟଃ। ସର୍ଵଭୁତାତ୍ମଭୁତାତ୍ମା କୁର୍ବନ୍ନପି ନ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ହେ ଅର୍ଜ୍ଜୁନ ! ଯାହାଙ୍କର ମନ ନିଜ ବଶରେ ଥାଏ, ଯେ ଜିତେନ୍ଦ୍ରିୟ ଓ ଯାହାଙ୍କ ଅନ୍ତଃକରଣ ବିଶୁଦ୍ଧ ଏବଂ ସକଳ ପ୍ରାଣୀଙ୍କର ଆତ୍ମରୁପ ପରମାତ୍ମା ହିଁ…