ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କ ଅମାପ ଧନସଂପତ୍ତି ଠାବ କଲା ଭିଜିଲାନ୍ସ

ବାରିପଦା- ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ବିରୋଧରେ ଭିଜିଲାନ୍ସ ଚଢାଉରୁ ଅମାପ ଧନସଂପତ୍ତି ଠାବ ହୋଇଛି । ଏ ଯାଏଁ ନଗଦ ୧୩ ଲକ୍ଷ ୬ ହଜାର ଟଙ୍କା ଜବତ କରାଯାଇଛି । ଭୁବନେଶ୍ୱର ବଡଗଡରେ ତାଙ୍କର ୫୬ ଲକ୍ଷ ୬୨ ହଜାର ହଜାର ମୂଲ୍ୟର ଏକ ୪ ମହଲା କୋଠା,…

ଶକ୍ତି ମିଲ୍ ଗଣବଳାତ୍କାର ମାମଲା: ତିନି ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କଲେ ବମ୍ବେ…

ମୁମ୍ବାଇ: ୨୦୧୩ ଶକ୍ତି ମିଲ୍ ଗଣବଳାତ୍କାର ମାମଲାରେ ବମ୍ବେ ହାଇକୋର୍ଟ ତିନି ଦୋଷୀଙ୍କ ମୃତ୍ୟୁ ଦଣ୍ଡ ଉପରେ ରୋକ୍ ଲଗାଇଛନ୍ତି। ହାଇକୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୩ରେ ଶକ୍ତି ମିଲ୍ ଗଣବଳାତ୍କାରର ଦୁଇଟି ମାମଲା ଥିଲା । ଗୋଟିଏ ଫଟୋ…

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ ଫଳାଫଳ : ଖାଦ୍ୟ-ପୋଷଣ ସୂଚକାଙ୍କରେ ଓଡିଶାର ଉଲ୍ଲେଖନୀୟ ଅଗ୍ରଗତି

ଭୁବନେଶ୍ୱର- ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ ଫଳାଫଳ ପ୍ରକାଶ ପାଇଛି । ଖାଦ୍ୟ-ପୋଷଣ ସୂଚକାଙ୍କରେ ଓଡିଶା ଅଗ୍ରଗତି କରିଥିବା ସର୍ବେକ୍ଷଣରୁ ଜଣାପଡିଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୪ ତୁଳନାରେ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ଉନ୍ନତ ହୋଇଛି ।…

ଜୁନିଅର ବିଶ୍ୱକପ୍ ହକି : ଦ୍ୱିତୀୟ ଦିନରେ ଗୋଲ୍ ବର୍ଷା ଜାରି, କୋରିଆକୁ ୧୪-୦ ଗୋଲରେ ହରାଇଲା ନେଦରଲ୍ୟାଣ୍ଡସ

ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକି ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିନରେ ଗୋଲ୍ ବର୍ଷା । ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ ଆର୍ଜେଂଟିନା ଇଜିପ୍ଟକୁ ୧୪-୦ ଗୋଲରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ବି ଗୋଲବର୍ଷା ହୋଇଛି । ଟାଇଟଲ ଦାବିଦାର ନେଦରଲ୍ୟାଣ୍ଡସ,…

ଟଙ୍କା ହଡପ ଅଭିଯୋଗରେ ବନ୍ଧା ହେଲେ ଚିଟଫଣ୍ଡ କଂପାନିର ନିର୍ଦ୍ଦେଶକ

ଭୁବନେଶ୍ୱର- ଟଙ୍କା ହଡପ ଅଭିଯୋଗରେ ବନ୍ଧା ହେଲେ ଚିଟଫଣ୍ଡ କମ୍ପାନିର ନିର୍ଦ୍ଦେଶକ । ଆକାଶ ଇଣ୍ଡିଆ ମଲଟି କଂପ୍ଲେକ୍ସ ଲିମିଟେଡ ସଂସ୍ଥାର ନିର୍ଦ୍ଦେଶକ ସୁଦର୍ଶନ ସେନାପତିଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା-ଇଓଡବ୍ଲୁ ଗିରଫ କରିଛି । ୨୦୧୧ ମସିହାରୁ ୨୦୧୬ ମଧ୍ୟରେ ବିଭିନ୍ନ ଲୋଭନୀୟ…