ପ୍ରଗତିପଥେ ଶ୍ରୀକ୍ଷେତ୍ରର ରୂପରେଖ, ଭକ୍ତ ଦେଖିବେ ନୂଆ ରୂପରେ ପୁରୀ ଶ୍ରୀଜଗନ୍ନାଥ ପରିକ୍ରମା ମାର୍ଗ

ଲେଖକ: ଗୁରୁ ଚରଣ ଦାସ ପ୍ରଗତି ପଥରେ ଆଗେଇ ଚାଲିଛି ଶ୍ରୀକ୍ଷେତ୍ରର ରୂପରେଖ। ଦେଖିବାକୁ ମିଳିଛି ବହୁ ପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ର ଝଲକ। କିଭଳି ଭାବେ ଶ୍ରୀମନ୍ଦିର ଚୌହଦୀ ରୂପରେଖ ବଦଳାଯିବ, ତା’ର ଚିଠା ଡିଜାଇନ୍ ୨୦୧୯ରେ ପ୍ରସ୍ତୁତ କରାଯାଇଥିଲା। ଲୋକସେବା ଭବନରେ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ସାମିଲ ହେଲା ରାୟଗଡା ଜିଲ୍ଲା

ରାୟଗଡାର ୮.୩୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା ଗରିବ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର କରିଛି ସ୍ମାର୍ଟ ହେଲ୍‌ଥ କାର୍ଡ - ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ ରାୟଗଡାରେ ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଭୁବନେଶ୍ବର:…

ଏୟାରଟେଲ ପରେ ଭୋଡାଫୋନ୍-ଆଇଡିଆ ମଧ୍ୟ ବଢ଼ାଇଲା ଟାରିଫ୍

ନୂଆଦିଲ୍ଲୀ: ଏୟାରଟେଲ ପରେ ଏବେ ଭୋଡାଫୋନ୍-ଆଇଡିଆ ମଧ୍ୟ ଏହାର ସବୁ ପ୍ରିପେଡ୍ ପ୍ଲାନ୍ ର ମୂଲ୍ୟ ବୃଦ୍ଧି କରିଛି | ଭୋଡାଫୋନ୍ ପ୍ରିପେଡ୍ ପ୍ଲାନ୍ ଗୁଡ଼ିକର ବର୍ଦ୍ଧିତ ମୂଲ୍ୟ ନଭେମ୍ବର ୨୫, ୨୦୨୧ ରୁ ଲାଗୁ ହେବ | କମ୍ପାନୀ ଏହାର ପ୍ରିପେଡ୍ ଯୋଜନାଗୁଡିକ ୫୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା…

ଜୁନିଅର ବିଶ୍ୱକପ ହକି ପାଇଁ କଳିଙ୍ଗ ପ୍ରସ୍ତୁତ, ଆଇକନିକ ଷ୍ଟାଡିୟମର ଫଟୋ ସେୟାର କରି ମୁଖ୍ୟମନ୍ତ୍ରୀ, କହିଲେ ‘ଅଲ୍…

ଭୁବନେଶ୍ୱର- ବିଶ୍ୱ ହକିର ପରିଚିତ କେନ୍ଦ୍ର ପାଲଟିଛି ଭୁବନେଶ୍ୱରର ଆଇକନିକ୍ କଳିଙ୍ଗ ଷ୍ଟାଡିୟମ । ଭାରତର ହକି ହୋମ୍ ଭାବେ ଲୋକପ୍ରିୟତା ହାସଲ କରିଥିବା କଳିଙ୍ଗ ହକି ଷ୍ଟାଡିୟମ ଆଉ ଏକ ବିଶ୍ୱ ଟୁର୍ଣ୍ଣାମେଂଟ ଆୟୋଜନ ପାଇଁ ପ୍ରସ୍ତୁତ । ଏଥର କଳିଙ୍ଗରେ ଆୟୋଜିତ ହେଉଛି ଜୁନିିଅର ବିଶ୍ୱକପ୍ ହକି…

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି, ଆରଡିସି ଅଫିସ ଆଗରେ ବିଜୁ ମହିଳା, ଛାତ୍ର ଓ ଯୁବ ଶାଖାର ବିଶାଳ ରାଲି

ସମ୍ବଲପୁର: ରୋଷେଇ ଗ୍ୟାସ ଦର ସହ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ଆରଡିସିଙ୍କ ଅଫିସ ଆଗରେ ଗର୍ଜିଛି ବିଜେଡି । ଦଳର ତିନି ପ୍ରମୁଖ ଶାଖା ମହିଳା, ଯୁବ ଓ ଛାତ୍ର ଶାଖା ତରଫରୁ ବିଶାଳ ରାଲିରେ ଦଳ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଛି । ଛାତ୍ର ଶାଖା…

ଗଲଓ୍ଵାନ ସଂଘର୍ଷର ବୀର ସହିଦ୍ କଲୋନେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ସମ୍ମାନ

ନୂଆଦିଲ୍ଲୀ: ଲଦାଖର ଗଲଓ୍ଵାନ ଘାଟିରେ ଚୀନ୍ ସୈନିକ ମାନଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା କଲୋନେଲ ସନ୍ତୋଷ ବାବୁଙ୍କୁ ମଙ୍ଗଳବାର ମରଣୋତ୍ତର ଭାବେ ମହାବୀର ଚକ୍ର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସନ୍ତୋଷ ବାବୁଙ୍କ ମା ଏବଂ ପତ୍ନୀ ଏହି ବୀରତା ପୁରସ୍କାର ଗ୍ରହଣ କରିଥିଲେ ।…