ମୁମ୍ବାଇ ଫେରିଲେ ପରମବୀର ସିଂ

ମୁମ୍ବାଇ: ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିବା ପରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ମୁମ୍ବାଇ ଫେରିଛନ୍ତି। ସେ ଗତକାଲି କହିଥିଲେ ଯେ ସେ ଚଣ୍ଡିଗଡ଼ରେ ଅଛନ୍ତି ଏବଂ ତାଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତରେ ଶୀଘ୍ର ଯୋଗଦେବେ। ନିକଟରେ ଗିରଫରୁ ସୁରକ୍ଷା…

ଜୁନିଅର ବିଶ୍ୱକପ୍ ହକି : ଇଜିପ୍ଟ ବିପକ୍ଷରେ ଆର୍ଜେଂଟିନାର ବୃହତ ବିଜୟ

ଭୁବନେଶ୍ୱର- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକିର ଆଜି ଦ୍ୱିତୀୟ ଦିନ । ଆଜି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆର୍ଜେଂଟିନା ବିଜୟୀ ହୋଇଛି । ଆର୍ଜେଂଟିନା , ଇଜିପ୍ଟ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ୧୪-୦ ଗୋଲରେ ବିଜୟୀ ହୋଇଛି ଆର୍ଜେଂଟିନା । ଆଜି ଭାରତୀୟ ଦଳ ତାହାର…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ୩ ଶହ ଉପରେ, ୩୩୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ଅନେକ ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ଶହ ଉପରେ ରହିିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୩୫ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧୯୭ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୭ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ ।…

ଲକ୍ଷଣ ବଦଳାଉଛି କୋରୋନା, ସାମାନ୍ୟ ଥଣ୍ଡା ଜ୍ୱର ହେଲେ ବି ପଜିଟିଭ ଚିହ୍ନଟ ହେଉଛନ୍ତି ଲୋକେ

ଭୁବନେଶ୍ୱର – କୋରୋନା ଭାଇରସ ଲକ୍ଷଣ ବଦଳାଉଛି । ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ଲୋକେ । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବା ଆବଶ୍ୟକ ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଟେଷ୍ଟ କଲେ…

ମୋଦି ସରକାର ସବୁ ଦିଗରେ ବିଫଳ: ସ୍ବାମୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାର ଦିନକ ପରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କେନ୍ଦ୍ର ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି। ସେ ଆଜି ସକାଳେ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ମୋଦି ସରକାରଙ୍କ ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି। ସେ…