ଓମିକ୍ରନ୍ ଆତଙ୍କ: ହାଇ ରିସ୍କ ଦେଶରୁ ଫେରିଥିବା ୬ ଯାତ୍ରୀ ପଜିଟିଭ୍, ୨୫ ଦେଶକୁ ବ୍ୟାପିଲା ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନା ଭାରିଆଣ୍ଟ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି ଭାରତ ସମେତ ଅନ୍ୟ ଦେଶ ମଧ୍ୟ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି। ଭାରତରେ ବିମାନ ବନ୍ଦରରେ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯାଇଛି। ବିମାନରୁ ଓହ୍ଲାଇବା ମାତ୍ରେ…

ରାଜ୍ୟରେ ୨୫୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୨ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪ ଚିହ୍ନଟ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ୫୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ । ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୧୧୩, କଟକରୁ ୧୯,…

କୋଭିଶିଲ୍ଡ ବୁଷ୍ଟର ଡୋଜ୍ ପ୍ରସ୍ତୁତ କରିବାକୁ ଅନୁମତି ଲୋଡ଼ିଲା ସେରମ୍ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଶିଲ୍ଡକୁ ବୁଷ୍ଟର ଡୋଜ୍ ଭାବରେ ମଞ୍ଜୁରି ଦେବକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତୀୟ ଔଷଧ ନିୟନ୍ତ୍ରକ( ଡିସିଜିଆଇ)ଙ୍କୁ ଅନୁରୋଧ କରିଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି ଏବଂ ସଂକ୍ରମଣର ନୂଆ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ଏକ…

ସମ୍ଭାବ୍ୟ ବାତ୍ୟାକୁ ଦେଖି ପୂର୍ବତଟ ରେଳପଥ ପକ୍ଷରୁ ୯୫ଟି ଟ୍ରେନ ବାତିଲ

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ଦେଖି ପୂର୍ବତଟ ରେଳପଥ ପକ୍ଷରୁ ୯୫ଟି ଟ୍ରେନ ବାତିଲ କରାଯାଇଛି । ଡିସେମ୍ବର ୨, ୩ ଓ ୪ ତାରିଖରେ ଚଳାଚଳ କରିବାକୁ ଥିବା ଟ୍ରେନ୍ ବାତିଲ ହୋଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ବାତିଲ ଟ୍ରେନ ମଧ୍ୟରୁ ଅଧିକାଂଶ ମେଲ୍ ଓ…

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର, ଆଜି ବିଭିନ୍ନ ଜିଲ୍ଲାକୁ ପଠାଯିବ ରେସପନ୍ସ ଟିମ୍

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ତତ୍ପର ହୋଇ ଉଠିଛି ରାଜ୍ୟ ପ୍ରଶାସନ । ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବାତ୍ୟା ମୁକାବିଲା ପାଇଁ ଆଜିଠାରୁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲ୍ଲାକୁ ରେସପନ୍ସ ଟିମ୍ ପଠାଯିବାକୁ ନିଷ୍ପତ୍ତି ହୋଇଛି । ଆବଶ୍ୟକ ଅନୁସାରେ ୨୦ଟି ଓଡ୍ରାଫ ଟିମ୍…

ଆଜି ଅବପାତରେ ପରିଣତ ହେବ ଲଘୁଚାପ, ସ୍ପଷ୍ଟ ହେବ ବାତ୍ୟା ଚିତ୍ର

ଭୁବନେଶ୍ୱର- ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି । ଆଜି ଏହା ଅବପାତରେ ରୂପାନ୍ତରିତ ହେବା ସମ୍ଭାବନା ରହିଛି । ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେଇପାରେ । ବାତ୍ୟା ରୂପ ନେଲେ ଆସନ୍ତା ୪…