ଗତମାସ ୨୪ ପରେ ଆକ୍ରାନ୍ତ ଦେଶରୁ ରାଜ୍ୟକୁ ଫେରିଥିବା ୨୪୬ ପଜିଟିଭଙ୍କ ନମୁନା ଜିନମ ସିକ୍ୱେନସିଂ ପାଇଁ ଆଇଏସଏଲ ଆସିଛି

ଭୁବନେଶ୍ୱର- କୋରୋନାର ନୂଆ ଭାରିଆଂଟ୍ ଓମିକ୍ରନ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟକୁ ନଭେମ୍ବର ୨୪ ପରେ ଆକ୍ରାନ୍ତ ଦେଶରୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇଏଲଏସ ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡା ଏହି ସୂଚନା ଦେଇଛନ୍ତି । ପଜିଟିଭ ହୋଇଥିବା ସମସ୍ତ ୨୪୬ ଜଣଙ୍କ ନମୁନା ଜିନମ…

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ୬ ମାସ ପରେ ଶୀର୍ଷ ସ୍ଥାନକୁ ଫେରିଲା ଭାରତ

ମୁମ୍ବାଇ: ମୁମ୍ବାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩୭୨ ରନରେ ଜିତିବା ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଭାରତ ୧-୦ରେ କବ୍ଜା କରିଛି ।। ବିଶ୍ୱ ଟେଷ୍ଟ ଚାମ୍ପିୟନ ଦଳ ବିପକ୍ଷ ଏହି ବୃହତ୍ ବିଜୟ ପରେ ଭାରତୀୟ ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଫେରିଛି ।…

ଇସ୍ତଫା ଘୋଷଣା ପୂର୍ବରୁ କଂଗ୍ରେସରୁ ବିତାଡିତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ , ବିଜେଡିରେ ଯୋଗ ଦେବା ନେଇ…

ଭୁବନେଶ୍ୱର – ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି । ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ପ୍ରଫୁଲ୍ଲଙ୍କୁ ବହିଷ୍କାର କରାଯାଇଥିବା କଂଗ୍ରେସ କହିଛି । ପ୍ରଫୁଲ୍ଲ ମାଝୀ ଆଜି କଂଗ୍ରେସରୁ ଇସ୍ତଫା ଦେବା ନେଇ ଘୋଷଣା କରିଥାନ୍ତେ । କିନ୍ତୁ ଇସ୍ତଫା ଦେବା…

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିରେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ…

ଭୁବନେଶ୍ୱର – ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବାକୁ ମନା କରିଦେଇଛନ୍ତି କେନ୍ଦ୍ର ସରକାର । ଏହାର ଜୋରଦାର ବିରୋଧ କରିଛି ଶାସକ ବିଜେଡି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆଜି ବିଧାନସଭା ଭିତରେ ଓ ବାହାରେ ଶାସକ ଦଳର ବିଧାୟକମାନେ…

ନିଟ୍ କାଉନସେଲିଂ ବିଳମ୍ବ ପ୍ରତିବାଦରେ ଦିଲ୍ଲୀର ରେସିଡେଣ୍ଟ୍ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଜରୁରୀ ଏବଂ ଓପିଡି…

ନୂଆଦିଲ୍ଲୀ: ରେସିଡେଣ୍ଟ୍ ଡାକ୍ତର ସଂଘ ଆଜିଠାରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି । ନିଟ୍ ପିଜି କାଉନସେଲିଂ ବିଳମ୍ବ ହେଉଥିବାରୁ ହସ୍ପିଟାଲ ଗୁଡ଼ିକରେ ନୂଆ ଡାକ୍ତର ନିଯୁକ୍ତି ହେଉନାହାଁନ୍ତି ‌। ଯେଉଁ କାରଣରୁ କାର୍ଯ୍ୟରତ ଡାକ୍ତରମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି…