ଦୁର୍ଦ୍ଦାନ୍ତ ନକ୍ସଲ ଦୁବାଶିଙ୍କୁ ଜେରା କରିବ ଏନଆଇଏ, ଜୟପୁର ଏସଡିଜେଏମ କୋର୍ଟଙ୍କ ଅନୁମତି ଲୋଡିଲା ୨ ଜଣିଆ ଟିମ୍‌

କୋରାପୁଟ – ଗିରଫ ଦୁର୍ଦ୍ଦାନ୍ତ ନକ୍ସଲ ନେତା ଦୁବାଶି ଶଙ୍କରକୁ ପଚରାଉଚରା ପାଇଁ ଜୟପୁର ଏସଡିଜେଏମ କୋର୍ଟଙ୍କ ଅନୁମତି ଲୋଡିଛି ଏନଆଇଏର ଦୁଇ ଜଣିଆ ଟିମ୍ । ୨୦୧୨ ମସିହାରେ ଚିତ୍ରକୋଣ୍ଡା ବିସ୍ଫୋରଣରେ ଜଣେ କମାଣ୍ଡାଂଟ୍ ଓ ଜଣେ ଆସିଷ୍ଟାଂଟ୍ କମାଣ୍ଡାଂଟଙ୍କ ମୃତ୍ୟୁ ମାମଲାରେ ଦୁବାଶି ଶଙ୍କରଙ୍କୁ…

ବର୍ଷେ ପରେ ଆନ୍ଦୋଳନ ଶେଷ କଲେ କୃଷକ, ଡିସେମ୍ବର ୧୧ରୁ ଘରକୁ ଫେରିବେ

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି) ନେଇ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ପରେ କୃଷକ ସଂଗଠନମାନେ ଶେଷରେ ଆନ୍ଦୋଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ଷେ ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ଚାଷୀ ସଂଗଠନ। ସଂଯୁକ୍ତ କିସାନ୍ ମୋର୍ଚ୍ଚା ବୈଠକରେ ଆଲୋଚନା ପରେ ଏହି…

ସାମ୍ନାକୁ ଆସିଲା ସେନା ହେଲିକପ୍ଟର ଦୁର୍ଘଟଣାର ଭିଡ଼ିଓ

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରି ନିକଟରେ ବୁଧବାର ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଉକ୍ତ ହୃଦୟ ବିଦାରକ ଘଟଣା ସମୟର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ‌। ଭିଡ଼ିଓରେ ଏକ ହେଲିକପ୍ଟର ଉଡୁଥିବା ଏବଂ…