ଦୁର୍ଦ୍ଦାନ୍ତ ନକ୍ସଲ ଦୁବାଶିଙ୍କୁ ଜେରା କରିବ ଏନଆଇଏ, ଜୟପୁର ଏସଡିଜେଏମ କୋର୍ଟଙ୍କ ଅନୁମତି ଲୋଡିଲା ୨ ଜଣିଆ ଟିମ୍
କୋରାପୁଟ – ଗିରଫ ଦୁର୍ଦ୍ଦାନ୍ତ ନକ୍ସଲ ନେତା ଦୁବାଶି ଶଙ୍କରକୁ ପଚରାଉଚରା ପାଇଁ ଜୟପୁର ଏସଡିଜେଏମ କୋର୍ଟଙ୍କ ଅନୁମତି ଲୋଡିଛି ଏନଆଇଏର ଦୁଇ ଜଣିଆ ଟିମ୍ । ୨୦୧୨ ମସିହାରେ ଚିତ୍ରକୋଣ୍ଡା ବିସ୍ଫୋରଣରେ ଜଣେ କମାଣ୍ଡାଂଟ୍ ଓ ଜଣେ ଆସିଷ୍ଟାଂଟ୍ କମାଣ୍ଡାଂଟଙ୍କ ମୃତ୍ୟୁ ମାମଲାରେ ଦୁବାଶି ଶଙ୍କରଙ୍କୁ…