ବିଧାନସଭା ଅଧିବେଶନ ପାଇଁ ସୁରକ୍ଷାର ସମୀକ୍ଷା କଲେ ଡିଜିପି, ବିଧାନସଭାକୁ ସଂଯୁକ୍ତ କରୁଥିବା ସବୁ ରାସ୍ତାରେ କଟକଣା

ଭୁବନେଶ୍ୱର- ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ଡିଜିପି ଅଭୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସମୀକ୍ଷା ବେଳେ ଗୁଇନ୍ଦା ନିର୍ଦ୍ଦେଶକ ଓ ପୋଲିସ କମିଶନର ବି ଉପସ୍ଥିତ ଥିଲେ ।…

ଆଜି ୧୧ଟି ଜିଲ୍ଲାରେ ୧୭ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟକୁ ଦେଶର ନୂଆ ମ୍ୟାନୁଫାକଚରିଂ ହବ୍ କରିବା ପାଇଁ ଉଦ୍ୟମ ଜାରି ରହିଛି । ବିଭିନ୍ନ ସ୍ଥାନରେ ଶିଳ୍ପକୁ ପ୍ରୋତ୍ସାହନ ଦିଆଯିବା ସହ ରୋଜଗାର ସୃଷ୍ଟି କରାଯାଉଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୧ଟି ଜିଲ୍ଲାରେ ୧୭ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ…

କରୋନା ଅପଡେଟ୍: ସାତ ହଜାର ତଳକୁ ଖସିଲା ସଂକ୍ରମଣ, ଦିନକରେ ଆଉ ୬,୯୯୦ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ନିମ୍ନଗାମୀ ଧାରା ଜାରି ରହିଛି । କରୋନାର ନୂଆ ମାମଲା ସାତ ହଜାରରୁ ତଳକୁ ଖସି ଆସିଛି । ଦେଶରେ ଗତ ୨୪ ଘଣ୍ଟାରେ ୬,୯୯୦ କରୋନା ମାମଲା ରିପୋର୍ଟ ହୋଇଛି, ଯାହା ୫୫୧ ଦିନରେ ସର୍ବନିମ୍ନ। ଦିନକରେ ୧୯୦ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ୧୦,୧୧୬ ଜଣ ଏହି…

ରାଜ୍ୟରେ ଆଉ ୨୨୮ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୨୮ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୩୪ ଓ ସ୍ଥାନୀୟ ଅଞ୍ଚଳରୁ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୫ ଜଣ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬, ମୟୂରଭଞ୍ଜ ଜିଲ୍ଲାରୁ ୨୧, କଟକରୁ ୧୭,…

ମେସି ଜିତିଲେ ରେକର୍ଡ ସପ୍ତମ ବାଲନ୍ ଡି’ଓର୍ ପୁରସ୍କାର

ପ୍ୟାରିସ: ଆର୍ଜେଣ୍ଟିନାର ସୁପରଷ୍ଟାର ଫୁଟବଲର୍ ଲିଓନେଲ ମେସି ପୁଣି ଥରେ ବାଲନ୍ ଡି’ଓର୍ ପୁରସ୍କାର ଜିତିଛନ୍ତି | ରେକର୍ଡ ସପ୍ତମ ଥର ପାଇଁ ମେସି ଏହି ପୁରସ୍କାର ଜିତିଛନ୍ତି | ୩୪ ବର୍ଷୀୟ ମେସି ତାଙ୍କ ପ୍ରତିଦ୍ବନ୍ଦୀ ତଥା ପର୍ତ୍ତୁଗାଲର ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ବାଯର୍ନ…

ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ହେଲେ ଟ୍ୱିଟରର ନୂଆ ସିଇଓ

ନ୍ୟୁୟର୍କ: ଟ୍ୱିଟରର ସହ ପ୍ରତିଷ୍ଠାତା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ୍ ଡୋର୍ସି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଜ୍ୟାକ୍ ଡୋର୍ସିଙ୍କ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ବିଟରର ସିଇଓ ନିଯୁକ୍ତ ହୋଇଛନ୍ତି । ପରାଗ…

ଦେଶକୁ ଦେଶ ବ୍ୟାପୁଛି ଓମିକ୍ରନ୍ ଭାରିଆଣ୍ଟ୍, ୧୪ଟି ଦେଶରେ ମିଳିଲାଣି ମାମଲା

ନୂଆଦିଲ୍ଲୀ: କରୋନାର ନୂଆ ଓମିକ୍ରନ୍ ଭାରିଆଣ୍ଟ ଦେଶକୁ ଦେଶ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି | କରୋନାର ଅନ୍ୟ ଷ୍ଟ୍ରେନ୍ ଅପେକ୍ଷା ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଥିବା ଏହି ଭାରିଆଣ୍ଟ ଏବେ ପ୍ରାୟ ୧୪ଟି ଦେଶକୁ ବ୍ୟାପିଲାଣି। ଓମିକ୍ରନ୍ ଭୟ ଯୋଗୁଁ ଅନେକ ଦେଶ ସତର୍କତା ମୂଳକ ପଦକ୍ଷେପ…

ଜୁନିଅର ବିଶ୍ୱକପ୍ ହକି : ଗ୍ରୁପ୍ ପର୍ଯ୍ୟାୟରେ ଗୋଲ୍ ପ୍ରାବଲ୍ୟ, କାଲିଠାରୁ ନକ୍ ଆଉଟ୍‌, ପ୍ରଥମ କ୍ୱାର୍ଟରରେ…

ଭୁବନେଶ୍ୱର- ଜୁନିଅର ବିଶ୍ୱକପ୍ ହକି ଟୁର୍ଣ୍ଣାମେଂଟରେ କ୍ୱାର୍ଟର ଫାଇନାଲକୁ ଯାଇ ପାରି ନ ଥିବା ଦଳଗୁଡିକ ମଧ୍ୟରେ ଆଜିଠାରୁ କ୍ଲାସିଫିକେସନ ମ୍ୟାଚ୍ ଖେଳାଯିବ । ଆଜି କଳିଙ୍ଗରେ ଚାରିଟି ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ କାନାତୁ ଭେଟୁଥିବା ବେଳେ ପାକିସ୍ତାନ ଓ ଆମେରିକା ମଧ୍ୟରେ…

ସମ୍ଭାବ୍ୟ ଲଘୁଚାପ ବର୍ଷାର ମୁକାବିଲା ନେଇ ତତ୍ପରତା, ଅମଳ ଧାନର ସୁରକ୍ଷା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର- ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛନ୍ତି ସରକାର । ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ମଣ୍ଡିରେ ଧାନ ଥିଲେ ଘୋଡାଇ ରଖିବାକୁ ନିର୍ଦ୍ଦେଶ…