ଚାଷୀ ଆନ୍ଦୋଳନକୁ ୧୧ ମାସ ପୂର୍ତ୍ତି, ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍)ର ଆଜି ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନର ୧୧ ମାସ ପୂର୍ତ୍ତି ଅବସରରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା (ଏସକେଏମ୍) ଆଜି ଦିନ ୧୧ ଟାରୁ ୨ଟା ପର୍ଯ୍ୟନ୍ତ ତହସିଲ ଏବଂ ଜିଲ୍ଲା ମୁଖ୍ୟାଳୟରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଛି। ଲକ୍ଷ୍ମୀପୁର ଖେରୀ ଘଟଣା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ…

ବେଲ୍ ନା ଜେଲ୍? ଆଜି ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ ହାଇକୋର୍ଟ

ମୁମ୍ବାଇ: କର୍ଡେଲିଆ କ୍ରୁଜରୁ ଡ୍ରଗ୍ସ ଜବତ ମାମଲାରେ ଗିରଫ ହୋଇଥିବା ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି ହେବ। ଆଜି ଉକ୍ତ ମାମଲାରେ ଗିରଫ ହୋଇଥିବା ଫ୍ୟାଶନ ମଡେଲ ମୁନମୁନ ଧାମେଚାଙ୍କ ଜାମିନ ଆବେଦନ ଉପରେ ମଧ୍ୟ କୋର୍ଟ ଶୁଣାଣି…

କରୋନା ଅପଡେଟ୍: ଦେଶରେ ଆଉ ୧୨,୪୨୮ ଆକ୍ରାନ୍ତ ଚିହ୍ନଟ, ୮ ମାସରେ ସର୍ବନିମ୍ନ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଉଛି। ଆଠ ମାସ ପରେ ଦେଶରେ ସର୍ବନିମ୍ନ ସଂଖ୍ୟକ କରୋନା ମାମଲା ରିପୋର୍ଟ ହୋଇଛି | ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଆଉ ୧୨,୪୨୮ ନୂଆ ମାମଲା ଚିହ୍ନଟ ହୋଇଛି । ଦିନକରେ ଆଉ…

ଶ୍ରୀକ୍ଷେତ୍ରରେ ରହିଛି ମୁକ୍ତିଶିଳା

ପୁରୀ: ପରମ ପାବନ ଧାମ ହେଉଛି ଶ୍ରୀକ୍ଷେତ୍ର। ଏହା ମୁକ୍ତିର କ୍ଷେତ୍ର, ଏହା ମଧ୍ୟ ପ୍ରେମର କ୍ଷେତ୍ର। ଯାହାର ମହିମା ବେଦ ରେ ବର୍ଣ୍ଣିତ ହୋଇଛି ଏବଂ ପୁରାଣ ଗ୍ରନ୍ଥରେ ଭୁରି ଭୁରି ପ୍ରଶଂସା ବି କରାଯାଇଛି। ବ୍ୟାସଦେବ କୃତ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ବିଶେଷ ଭାବରେ ଶ୍ରୀକ୍ଷେତ୍ର ମହିମ…

ଗୀତା ମାହାତ୍ମ୍ୟ: ଅବାଚ୍ୟବାଦାମଶ୍ଚ ବହୁନ ବଦିଷ୍ୟନ୍ତି ତବାହିତଃ। ନିନ୍ଦନ୍ତସ୍ତବ ସାମର୍ଥ୍ୟମ ତତୋ ଦୁଖଃତରଂ ନୁକିମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ନିଜର ଅପ ମାନ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - ଅବାଚ୍ୟବାଦାମଶ୍ଚ ବହୁନ ବଦିଷ୍ୟନ୍ତି ତବାହିତଃ। ନିନ୍ଦନ୍ତସ୍ତବ ସାମର୍ଥ୍ୟମ ତତୋ ଦୁଖଃତରଂ ନୁକିମ।। ହେ ଅର୍ଜୁନ ! ତୁମର ଶତ୍ରୁମାନେ ତୁମ ସାମର୍ଥ୍ୟକୁ ନିନ୍ଦା କରିକରି ତୁମକୁ…