୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ସମ୍ମାନ, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ, ମନୋଜ…

ନୂଆଦିଲ୍ଲୀ: ବିଜ୍ଞାନ ଭବନରେ ସୋମବାର ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ମିଳିଛି । ପୁରସ୍କାର ଗ୍ରହଣ…

ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ, ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ସଂପର୍କିତ ବିଜ୍ଞପ୍ତି ଜାରି

ଭୁବନେଶ୍ୱର- ଆଗାମୀ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ଆସନ୍ତାମାସ ୯ ତାରିଖରୁ ମତାମତ ଗ୍ରହଣ କରାଯିବ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର ୧୮ ତାରିଖ ସୁଦ୍ଧା ମତାମତ ଦାଖଲ ହେବ । ନଭେମ୍ବର…

ବାଣ ବିକ୍ରିକୁ ଅନୁମତି ସଂପର୍କିତ ଆବେଦନ ହାଇକୋର୍ଟରେ ଖାରଜ

କଟକ- ଦୀପାବଳୀରେ ଗ୍ରୀନ କ୍ରାକର ବିକ୍ରି ପାଇଁ ଅନୁମତି ଦେବା ସଂପର୍କିତ ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଅଲ୍ ଓଡିଶା ଫାୟାର ୱାର୍କର୍ସ ଡିଲର୍ସ ଆସୋସିଏସନ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ତେବେ, ଏହା ପଂଜୀକୃତ ସଂସ୍ଥା ହୋଇ ନ ଥିବାରୁ ଆବେଦନ ଅଗ୍ରାହ୍ୟ ହୋଇଛି । ସଂସ୍ଥା…

ଭୁବନେଶ୍ୱରରେ କନସଲଟାନସୀ ସେଂଟର ନାଁରେ ଚାଲୁଥିଲା ସେକ୍ସ ରାକେଟ୍ , କମିଶନରେଟ ପୋଲିସ କଲା ପର୍ଦ୍ଦାଫାସ

ଭୁବନେଶ୍ୱର- ରାଜଧାନୀର ମଂଚେଶ୍ୱର ଥାନା ଅନ୍ତର୍ଗତ ସତ୍ୟ ବିହାର ଅଂଚଳରେ ଚାଲୁଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । କନସଲଟାନସୀ ନାଁରେ ଚାଲିଥିଲା ସେକ୍ସ ରାକେଟ୍ । ଏ ନେଇ ଜଣେ ଯୁବତୀଙ୍କ ଠାରୁ ଅଭିଯୋଗ ଆସିଲା ପରେ କମିଶନରେଟ ପୋଲିସ ସେହି ସ୍ଥାନରେ ହଠାତ ଚଢାଉ କରିଥିଲା । ୪…

ବଢ଼ିଲା ସମୀର ୱାଙ୍ଖେଡେଙ୍କ ଅଡ଼ୁ‌ଆ, ଲାଞ୍ଚ କାରବାର ଅଭିଯୋଗରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲା ଏନସିବି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଜଣେ ସାକ୍ଷୀଙ୍କ ଦ୍ବାରା ଲାଞ୍ଚ ଅଭିଯୋଗ ପରେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ଅଡ଼ୁ‌ଆ ବଢିଛି । ଲାଞ୍ଚ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମୀର ୱାଙ୍ଖେଡେଙ୍କ ବିରୋଧରେ ଭିଜିଲାନ୍ସ ଯାଞ୍ଚ ଆରମ୍ଭ କରିଛି।…

ଜାତୀୟ ଓପନ୍ ଜାଭେଲିନ ଥ୍ରୋ ସ୍ୱର୍ଣ୍ଣ ବିଜେତା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ଜାତୀୟ ଓପନ୍ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡିଶାର କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀର ଆୟୋଜିତ ଚାମ୍ପିଅନସିପରେ କିଶୋର ଜେନା ୭୪ ଦଶମିକ ୨୬ ମିଟର ଯାଏଁ ଜାଭେଲିନ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ…