ଓଡିଶାରେ ପହଂଚିଲା ଓମିସିୟର କିଟ୍‌, ଚାଲିଛି ଡ୍ରାଏ ରନ୍

ଭୁବନେଶ୍ୱର- ଓଡିଶାରେ ପହଂଚିଛି ଓମିସିୟର କିଟ୍ । କିଟ୍ ପହଂଚିବା ପରେ ଡ୍ରାଏ ରନ୍ ଚାଲିଛି । କିଟ୍ ଠିକ ଅଛି କି ନାହିଁ , ସେ ନେଇ ପରୀକ୍ଷା କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଇଂଟରନାଲ ଷ୍ଟଡି ପାଇଁ ଏହି କିଟ୍ ବ୍ୟବହାର କରାଯିବ । ଯେଉଁ ଜିଲ୍ଲାରେ ଅଧିକ…

ୟୁପି ନିର୍ବାଚନ: ମୁଲାୟମ ସିଂ ଯାଦବଙ୍କ ସାନବୋହୂ ବିଜେପିରେ ଯୋଗ ଦେଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ଼ ଝଟକା ଲାଗିଛି । ବୁଧବାର ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କୁ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ରାଜ୍ୟ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ, ୭ ବର୍ଷ ପରେ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବେ କୋହଲି

ପାର୍ଲ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ସିରିଜର ପ୍ରଥମ ଦିନିକିଆ ବୁଧବାର ଖେଳାଯିବ । ସାତ ବର୍ଷର ଅଧିନାୟକ ଯାତ୍ରା ପରେ କୋହଲି ଜଣେ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବେ । ତେଣୁ ସ୍ୱାଭାବିକ ଭାବେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ…

ଦିନକରେ ଆସିଲା ୨.୮୨ ଲକ୍ଷ ନୂଆ ମାମଲା, ୪୪୧ ମୃତ, ପଜିଟିଭିଟି ହାର ୧୪.୪୩%ରୁ ୧୫.୧୩%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ସଂକ୍ରମଣରେ ୧୮% ବୃଦ୍ଧି ଘଟିଛି। ଏହା ସହିତ ଓମିକ୍ରନ୍ ମାମଲା ମଧ୍ୟ ବିପଜ୍ଜନକ ଭାବେ ବୃଦ୍ଧି ପାଉଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ଦୁଇ ଲକ୍ଷ ୮୨ ହଜାର ୯୭୦ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଆଉ ୪୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ…