ଶାହରୁଖ, ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ଶାହରୁଖ ଖାନ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଛି । ଏନସିବିର ଗୋଟିଏ ଟିମ୍ ଶାହରୁଖଙ୍କ ବାସଭବନ 'ମନ୍ନତ'ରେ ପହଞ୍ଚି ଛାନଭିନ କରିଥିବା ବେଳେ ଆଉ ଏକ ଟିମ୍ ‌ଅନନ୍ୟା‌ ପାଣ୍ଡେଙ୍କ ଘରେ ଚଢ଼ାଉ କରିଛି । କ୍ରୁଜ୍…

ମମିତା ମେହେର ହତ୍ୟା ମାମଲା : ମୃତଦେହ ଠାବ ହୋଇଥିବା ଜାଗାକୁ ଗଲେ ଉତ୍ତରାଂଚଳ ଡିଆଇଜି ଓ ବଲାଙ୍ଗୀର ଏସ୍‌ପି

ଭୁବନେଶ୍ୱର – ମମିତା ମେହେର ହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ଅଭିଯୁକ୍ତ ଗୋବିନ୍ଦ ସାହୁ ୫ ଦିନିଆ ପୋଲିସ ରିମାଣ୍ଡରେ ଥିବା ବେଳେ ଅଧିକ ତଦନ୍ତ ପାଇଁ ମମିତାଙ୍କ ମୃତଦେହ ଠାବ ହୋଇଥିବା ସ୍ଥାନରେ ପହଂଚିଛନ୍ତି ଉତ୍ତରାଂଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି । ପରକୀୟା…

ରାଜ୍ୟରେ ଏ ଯାଏଁ ୩ କୋଟି ୪୮ ଲକ୍ଷରୁ ଅଧିକ ଟିକାକରଣ, ୨୪ ଲକ୍ଷ ଲୋକ ନେଇନାହାନ୍ତି ଦ୍ୱିତୀୟ ଡୋଜ୍ ଟିକା

ଭୁବନେଶ୍ୱର – ରାଜ୍ୟରେ ଏ ଯାଏଁ ୩ କୋଟି ୪୮ ଲକ୍ଷ ୩୮ ହଜାର ୧୮୩ ଡୋଜ୍ ଟିକାକରଣ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ୨ କୋଟି ୪୫ ଲକ୍ଷ ୯୦ ହଜାର ୨୪୭ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ୨୨ ଲକ୍ଷ ଟିକା ଆହୁରି ମହଜୁଦ ରହିଛି ।…

ମଧ୍ୟ ପ୍ରଦେଶ: ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଭୀଣ୍ଡ୍: ମଧ୍ୟପ୍ରଦେଶର ଭୀଣ୍ଡ ଅଞ୍ଚଳରେ ଏକ ଭାରତୀୟ ବାୟୁସେନା (ଆଇଏଏଫ୍) ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି ।‌‌ କିନ୍ତୁ ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଚାଷ ଜମିରେ ପଡ଼ିଯାଇଥିଲା। ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି…

ଟାଙ୍ଗୀ ନିକଟରୁ ପଶ୍ଚିମବଙ୍ଗର ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର- ଓଡିଶାରେ ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗର ସଫିକୁଲ ଶେଖ ନାମକ ଏକ ବେପାରୀକୁ ଧରିଛିି କ୍ରାଇମବ୍ରାଂଚ୍ ଏସଟିଏଫ୍ । ଜାତୀୟ ରାଜପଥ ଟାଙ୍ଗୀ ନିକଟରୁ ତାକୁ ଧରିଛି ଏସଟିଏଫ । ଅଭିଯୁକ୍ତ ପାଖରୁ ୧ କିଲୋ ୪୩ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର…

ଜାମିନ ପାଇଁ ଆର୍ୟନଙ୍କ ଅପେକ୍ଷା ବଢ଼ିଲା, ମଙ୍ଗଳବାର ଶୁଣାଣି କରିବେ ହାଇକୋର୍ଟ

ମୁମ୍ବାଇ: ଆର୍ୟନ ଖାନଙ୍କ ଜାମିନ ଉପରେ ଶୁଣାଣି ୨୬ ଅକ୍ଟୋବର ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ହେବ। ଅକ୍ଟୋବର ୨୦ରେ ଏନଡିପିଏସ୍ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରିଦେବା ପରେ ତାଙ୍କ ଓକିଲ ସତୀଶ ମାନସିନ୍ଦେ ଏବଂ ଅମିତ ଦେଶାଇ ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଶୁଣାଣି…