ମୁଖ୍ଯମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଡାଂଗଟେକାରେ ଶାଢୀ ବଣ୍ଟନ

ସମ୍ବଲପୁର: ଓଡିଶାର ପ୍ରିୟ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଂକ ୭୬ ତମ ଜନ୍ମ ଦିନ ଅବସରରେ ନାକଟିଦେଉଲ ବ୍ଲକ ର ପାଣିମୋରା ପଂଚାୟତ ଅନ୍ତର୍ଗତ ଡାଂଗଟେକା ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହକିକୁ ଭଲପାଉଥିବା ଏବଂ ଓଡିଶା କୁ ହକିର ଏନ୍ତୁଡ଼ିଶାଳ ଭାବରେ ପ୍ରତିଷ୍ଠିତ କରିବା…

ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇଁ ବ୍ରହ୍ମପୁର ଖୋଡାସିଙ୍ଗି ୟୁପିଏଚସିକୁ ମିଳିଳା ଏନକ୍ୟୁଏଏସ

ବ୍ରହ୍ମପୁର – ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇଁ ବ୍ରହ୍ମପୁର ମହାନଗର ନିଗମର ଖୋଡାସିଙ୍ଗି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର-ୟୁପିଏଚସିକୁ ସ୍ୱୀକୃତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୧-୨୨ ପାଇଁ ଖୋଡାସିଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ଜାରି

ଭୁବନେଶ୍ୱର – ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ୩୦ ଜିଲ୍ଲା ମଧ୍ୟରୁ ୪ ଜିଲ୍ଲାର ଅଧ୍ୟକ୍ଷ ପଦ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ସେହି ଜିଲ୍ଲାଗୁଡିକ ହେଲା- ଅନୁଗୁଳ , କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି । ୧୨ଟି ଜିଲ୍ଲା ପାଇଁ ଅଧ୍ୟକ୍ଷ ପଦ…

ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନବ ଶୁଭେଚ୍ଛା, ଚକୋଲେଟରେ ନବୀନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କଲେ ଯୁବକ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଅଭିନବ ଶୁଭେଚ୍ଛା ଜଣାଇଛନ୍ତି ଭୁବନେଶ୍ୱରର ରାକେଶ କୁମାର ସାହୁ । ଚକୋଲେଟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୭୨ କିଲୋଗ୍ରାମ ଚକୋଲେଟର ରାକେଶ ନିର୍ମାଣ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ…